Latest Odisha News

BREAKING NEWS

କରୋନା ଭୂତାଣୁ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ: ସିଙ୍ଗାପୁର ଗସ୍ତ ଏଡ଼ାଇବା ପାଇଁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସଚିବ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ…

ଅହମ୍ମଦାବାଦ ସୂତା କଳରେ ଅଗ୍ନିକାଣ୍ଡ: ୩ ଓଡ଼ିଆ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଥିବା ସୂତା କଳରେ ନିଆଁ ଲାଗି ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ଜଣ ଓଡ଼ିଆ ଶ୍ରମିକ ରହିଛନ୍ତି। କାମ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତ ଓଡ଼ିଆ ଯାଜପୁରର…

ଭାରତ ଆସୁଛନ୍ତି ଟ୍ରମ୍ପ: କ’ଣ ସବୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆମେରିକୀୟ ରାଷ୍ଟ୍ରପତିଙ୍କ ଭବ୍ୟ ଅଭ୍ୟର୍ଦ୍ଧନା ପାଇଁ…

ପାଟଣାଗଡ଼ ପାର୍ସଲ ବୋମା ଟ୍ରାଜେଡିକୁ ୨ ବର୍ଷ; ଜାଣନ୍ତୁ କ’ଣ ଥିଲା ଘଟଣାକ୍ରମ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ପୁରିଲା ୨ ବର୍ଷ । ୨୦୧୮ ମସିହା ଠିକ ଆଜିଏ ଦିନରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ନବବିବାହିତ ସୌମ୍ୟ ଶେଖର ଓ ଗୁରୁତର ଆହତ ହୋଇଥିଲେ ତାଙ୍କ ପତ୍ନୀ ରୀମା ରାଣୀ । କିପରି ଥିଲା ସେଦିନର…

କରୋନା ଭାଇରସ: ୨୪୬୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୩୪୫ ଜୀବନ । ଚୀନ ପରେ ଦକ୍ଷିଣ କୋରିଆ ଏହି ଭାଇରସରେ ଅଧିକ ସଂକ୍ରମିତ ହୋଇଥିବା ଦେଶ । ଏଠାରେ ୪୩୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଏହାର ପ୍ରଭାବରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୨୩ ରିଖ ରବିବାର କୁମ୍ଭ ୧୧ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ଭୁକ୍ତ ପ୍ରତିପଦା ତିଥି  ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର       ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମିଥୁନ…

ଏଫଆଇଏଚ ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ ୩-୧ ସୁଟଆଉଟରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୩-୧ ପେନାଲ୍ଟି ସୁଟଆଉଟରେ ପରାସ୍ତ କରିଛି ଭାରତ । ମ୍ୟାଚର ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୨-୨ରେ ଗୋଲ ସ୍କୋର କରି ଅମିମାଂସିତ ରଖିବା ପରେ ପେନାଲ୍ଟି…

ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଜିଏସଆଇର ଖଣ୍ଡନ

ନୂଆଦିଲ୍ଲୀ: ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି । ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ…

କ୍ଷମା ମାଗିଲେ ୱାରିସ ପଠାନ୍

ମୁମ୍ବାଇ:ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କର ୧୫ କୋଟି ୱାଲା ଭାଷଣବାଜି ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମୋତେ ରାଜନୈତିକ ଉଦେ୍ଧଶ୍ୟ ନେଇ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ମୋ ସ୍ଳୋଗାନ ନେଇ କାହାକୁ ଆଘାତ ଲାଗିଛି ତାହାହେଲେ ଦୁଃଖିତ । ପ୍ରକୃତରେ ବିବାଦୀୟ ଭାଷଣବାଜି…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । “ଆଜି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହା କେବଳ ଯେ, ଭାରତୀୟ କ୍ରୀଡ଼ା…