ଓଡିଶାରେ ୧୨ ସ୍ୱାଇନ ଫ୍ଲୁ ମାମଲା; ଭୁବନେଶ୍ୱରରେ ସର୍ବାଧିକ
ଭୁବନେଶ୍ୱର: ଗତ ୩ ସପ୍ତାହ ମଧ୍ୟରେ ଓଡିଶାରେ ହୋଇଥିବା ସ୍ୱାଇନ୍ ଫ୍ଲୁ ଟେଷ୍ଟରୁ ପ୍ରାୟ ୧୨ ଜଣକ ରିପୋର୍ଟ ପଜେଟିଭ୍ ବାହାରିଛି ।
ସେଥିମଧ୍ୟରୁ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠରୁ ସର୍ବାଧିକ ରୋଗୀଙ୍କ ମଧ୍ୟରେ ଏଚ୧ଏନ୧ ଭାଇରସ୍ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…