Latest Odisha News

BREAKING NEWS

ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ବିରାଟକାୟ ସାର୍କ; ଦେଖିବାକୁ ଲୋକଙ୍କ ଭିଡ ଜମିଲା

ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରାଟକାୟ ସାର୍କ ମାଛ ଫସିଯାଇଥିଲା । ଏହାକୁ ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ର କୂଳରେ ଛାଡି ଦିଆଯାଇଛି । ସୂଚନାଯୋଗ୍ୟ, ଜଣେ ମତ୍ସ୍ୟଜୀବୀ କାଲି ରାତି ଗୋପାଳପୁର ସମୁଦ୍ରକୂଳରେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ସମୟରେ ଏକ ବିଶାଳ ସାର୍କ ମାଛ…

ମହାଶିବରାତ୍ରିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ମହାଶିବରାତ୍ରି ପ୍ରଭୁ ଭୋଳନାଥଙ୍କ ଆଦ୍ୟ ପର୍ବ । ଏହି ମହା ରାତ୍ରୀକୁ ନେଇ କ'ଣ ରହିଛି ପୌରାଣିକ କଥାବସ୍ତୁ ଜାଣନ୍ତୁ... ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ…

କେବେ ଓ କାହିଁକି ପାଳନ କରାଯାଏ ମହାଶିବରାତ୍ରି…

ଭୁବନେଶ୍ୱର: ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହିଦିନ ମହାଦେବ ଶିବଙ୍କ ଆରଧାନ କରଯାଏ । ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । କାହିଁକି ପାଳନ କରାଯାଏ: ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି…

୩ଟି ଦାବିକୁ ନେଇ ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ହାଇକୋର୍ଟ ର୍ସ୍ଥାୟୀ ବେଂଚ ପ୍ରତିଷ୍ଠା, ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ଓ ବାଇପାସ ରାସ୍ତା ନିର୍ମାଣ ଆଦି ଦାବି ନେଇ ବୁଧବାର ଓ ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଏହି ବନ୍ଦ ଡାକରା ଦେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ…

ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ଆତଙ୍କବାଦୀଙ୍କ ନିପାତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇଥିବା ଜଣାପଡୁଛି । ତାଙ୍କ ପାଖରୁ…

‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।  ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଥିଲେ । ‘ଜଳବାୟୁ…

ଶିବ କିଏ ?

ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଗରେ, ପୁରାଣ ବର୍ଣ୍ଣିତ ୩୩ ଗୋଟି ଆରାଧ୍ୟ ଦେବାଦେବୀ ଅଛନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କୌଣସି ପୁରାଣ ଗ୍ରନ୍ଥରେ ୩୩ ଗୋଟି ଦେବାଦେବୀମାନଙ୍କର ନାମ ଆଜି ପର୍ଯ୍ୟନ୍ତ ପ୍ରମାଣସ୍ୱରୂପ ବର୍ଣ୍ଣନା କରାଯାଇ ନାହିଁ । ମାତ୍ର କେତେକ ସ୍ଥାନରେ ବିଭିନ୍ନ…

ଆଜିଠୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା; ୨,୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମୋଟ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ । ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ରହିଛି ମାତୃଭାଷାରେ ପରୀକ୍ଷା। ଏନେଇ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୧୯ ରିଖ ବୁଧବାର କୁମ୍ଭ ୭ ଦିନ   ଫାଲଗୁନ ମାସ କୃଷ୍ଣ ପକ୍ଷ ଏକାଦଶୀ   ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର  ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶିର…

କରୋନା ଭାଇରସରେ ପ୍ରଭାବିତ ଭାରତୀୟ ଉଦ୍ୟୋଗ: ସୀତାରମଣ

ନୂଆଦିଲ୍ଲୀ: ସରକାର ଜଲ୍ଦି ଘରୋଇ ଉଦ୍ୟୋଗ ଉପରେ କରୋନା ଭାଇରସ ର ପ୍ରଭାବ ରୁ ଉପାୟ ଘୋଷଣା କରିବେ | ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଏହା କହିଛନ୍ତି | ସେ ଭାଇରସ ର ଭୟାନକ ପ୍ରଭାବ ର ସ୍ଥିତି ର ସମୀକ୍ଷା କରିବା ପାଇଁ ଉଦ୍ୟୋଗ ପ୍ରତିନିଧି ମାନଙ୍କ ସହ ଭେଟିଛନ୍ତି | ସୀତାରମଣ…