ସଡକ ଦୁର୍ଘଟଣ।ରେ ବେଲପଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ
ନୂଆପଡା: ବଲାଙ୍ଗୀର ଜିଲ୍ଲା ବେଲପଡାର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଗତକାଲି ବଙ୍ଗୋମୁଣ୍ଡାରେ ଏବିଡିଓଙ୍କ କାର ଗଛକୁ ପିଟିଥିଲା ।…