Latest Odisha News

BREAKING NEWS

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ହେବ କନ୍ଥର-କୋଏରା ମାଙ୍ଗାନିଜ ଖଣିର ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକର ନିଲାମ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି ।

ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି., ରୁଙ୍ଗଣ୍ଟା ମାଇନ୍ସ ଲି. ଓ ବେଦାନ୍ତ କମ୍ପାନୀ ଏହି ଖଣି ନିଲାମ ରେସରେ ସାମିଲ ରହିଛନ୍ତି ।

ଏହି ଖଣିର ଆନୁମାନିକ ଗଚ୍ଛିତ ସମ୍ପଦ ୦.୬୧୫ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି । ଏହି ଖଣିର ଲିଜ୍ ରୁଙ୍ଗଟା ସନ୍ସସ୍ ପ୍ରା. ଲି. ପାଖରେ ରହିଛି ।

Leave A Reply

Your email address will not be published.