Latest Odisha News

BREAKING NEWS

ଏସସିବି ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକ ବଡ ମେଡିକାଲ ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯୋବ୍ରା ଅଂଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଚୂନଭାଟି ଅଂଚଳରୁ ରାଣୀହାଟ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତା କଡରେ ଭଙ୍ଗା ଯାଉଛି । କେନାଲର ଉଭୟ ପଟ ରାସ୍ତା କଡ ଦୋକାନ, ବ୍ଳକ, ମନ୍ଦିର, ଅସ୍ଥାୟୀ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ'ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

ପୁଲୱାମା ଆକ୍ରମଣକୁ ନେଇ କେଉଁ ଦେଶ ଦେଇଥିଲେ କେଉଁଭଳି ପ୍ରତିକ୍ରିୟା, ଜାଣନ୍ତୁ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏହା ଭିତରେ ବର୍ଷେ ପୁରି ଗଲାଣି। ହେଲେ ସେଦିନର ସେହି ଛାତିଥରା ଦୃଶ୍ୟ ଆଜିବି ମନ ଭିତରେ ଜୀବିତ ରହିଛି । ଭାରତ ମାଆ ର ୪୪ ବୀର ଯବାନଙ୍କ ରକ୍ତ ରଞ୍ଜିତ ମାଟି ଆଜିବି କାନ୍ଦୁଛି । ପ୍ରତ୍ୟେକ ଭାରତୀୟ ଆଜିବି ପ୍ରତିଶୋଧର ନିଆଁରେ ଜର୍ଜରିତ ।…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ବଜାରକୁ ଆସିଲା ୪ଟି ନୂଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ଆଣିଛି ୪ଟି ନୂଆ ରିଚାର୍ଜ ପ୍ଲାନ । ଟେଲିକମ୍‌ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରାଉଛି। ଇତି ମଧ୍ୟରେ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ପୁଣି ୪ଟି…

ପୁଲୱାମା ଆକ୍ରମଣକୁ ବର୍ଷେ: ଓଡ଼ିଶାରୁ ଶହୀଦ ହୋଇଥିଲେ ୨ ବୀର ଯବାନ…

ଭୁବନେଶ୍ୱର:୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ…

ଜାଣନ୍ତୁ, ପୁଲୱାମା ଆକ୍ରମଣ ଭଳି ପାକିସ୍ତାନ ଘଟାଇଥିବା ଆଉ କିଛି ବର୍ବର କାଣ୍ଡ ସମ୍ପର୍କରେ

ଭୁବନେଶ୍ୱର: ଚାହୁଁ ଚାହୁଁ ବିତିଗଲାଣି ଏକ ବର୍ଷ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଭାରତ ପାଇଁ ଥିଲା କଲା ଦିବସ। ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାଆର ୪୪ ବୀର ସୁପୁତ୍ର । ଆଜିବି ମନେ ପଡିଲେ ଦେହ ଶିହିରି ଉଠେ । ଏହିଦିନ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ…

ବୋଲ ମାନୁନି କରୋନା: ୨୪ ଘଣ୍ଟାରେ ନେଲା ୧୧୬ ଜୀବନ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଦିନକୁ ଦିନ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୪୧୬ ମୁଣ୍ଡ । China reports 116 more deaths in coronavirus…

ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ: ଜାଣନ୍ତୁ, କ’ଣ ଥିଲା ଘଟଣାକ୍ରମ..

ଭୁବନେଶ୍ୱର: ୨୦୧୯ ମସିହା ୧୪ ଫେବୃୟାରୀ ୧୪ ତାରିଖ । ଗତବର୍ଷ ଏହିଦିନ ଭାରତୀୟ 'ସିଆରପିଏଫ' ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ…

ଭଲେଣ୍ଟାଇନ ଡେ’: ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ୱର: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି । ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୦୨-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ ତା ୧୪ ରିଖ ଶୁକ୍ରବାର  କୁମ୍ଭ ୨ ଦିନ  ଫାଲଗୁନ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଘାତ…