Latest Odisha News

ଏସସିବି ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକ ବଡ ମେଡିକାଲ ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯୋବ୍ରା ଅଂଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଚୂନଭାଟି ଅଂଚଳରୁ ରାଣୀହାଟ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତା କଡରେ ଭଙ୍ଗା ଯାଉଛି । କେନାଲର ଉଭୟ ପଟ ରାସ୍ତା କଡ ଦୋକାନ, ବ୍ଳକ, ମନ୍ଦିର, ଅସ୍ଥାୟୀ ଘର ଓ କ୍ୟାବିନ ଉଚ୍ଛେଦ କରୁଛି ପ୍ରଶାସନ । ସିଏମସି ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଭଙ୍ଗା କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.