ହୀରା ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଲା କରୋନା !
ନୂଆଦିଲ୍ଲୀ : ସୁରତର ହୀରା ବ୍ୟବସାୟୀଙ୍କୁ ଆସନ୍ତା ୨ ମାସରେ ପାଖାପାଖି ୮ହଜାର କୋଟି ଟଙ୍କାର କ୍ଷତି ହୋଇପାରେ । ଏହାର କାରଣ ହେଉଛି ଚୀନରେ ବ୍ୟାପିଥିବା ଘାତକ ଭାଇରସ । କରୋନା ଭାଇରସ କାରଣରୁ ହଙ୍ଗକଙ୍ଗ ଏମାରଜେନ୍ସି ଘୋଷଣା କରିଛି । ହଙ୍ଗକଙ୍ଗ ସୁରତର ପ୍ରମୁଖ ହୀରା ରପ୍ତାନୀ ମାର୍କେଟ ।…