Latest Odisha News

BREAKING NEWS

ଭୁବନେଶ୍ୱରର ଏହି ସ୍ଥାନରେ ମିଳେ ୮୦ ପ୍ରକାରର ଚା’ !

ଭୁବନେଶ୍ୱର: ଚା' କାହାକୁ ବା ପସନ୍ଦ ନୁହେଁ । କାମର ଟେନସନ ହେଉ କିମ୍ବା ସାଙ୍ଗସାଥିଙ୍କ ସହ ଖୁସି ମଜାରେ ହେଉ । ଗରମ ଚା' ର ସ୍ୱାଦ ପାଟିରେ ବାଜିଲେ ଟେନସନ ଅଧା ହୋଇଯିବା ସାଙ୍ଗକୁ ଖୁସି ମଜା ଦୁଇ ଗୁଣିତ ହୋଇଯାଏ । ଯଦି ଆପଣଙ୍କୁ ପଚରା ଯାଏ ଆପଣ କେତେ ପ୍ରକାରର ଚା ବିଷୟରେ ଜାଣିଛନ୍ତି ?…

ଭୁବନେଶ୍ୱରରୁ ଜବତ ହେଲା ଦେଶୀ ଓ ବିଦେଶୀ ମଦ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳ ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା ୨ଟି ଘରେ ଗତକାଲି ବିଳମ୍ବିତ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରି ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜବତ ୬୧୭ଟି ବିଦେଶୀ ମଦ…

କରୋନା ଆକ୍ରାନ୍ତ ଚିହ୍ନଟ ଲାଗି ସରକାର ଜାରି କଲେ ଫୋନ ନମ୍ବର

ଭୁବନେଶ୍ୱର : ଭାରତରେ ଦୁଇଟି କରୋନା ଭାଇରସ ମାମଲା ସାମନାକୁ ଆସିବା ପରେ ଓଡିଶା ସରକାର ଜାରି କଲେ ଟେଲିଫୋନ ନମ୍ବର । ଓଡିଶାକୁ ଚୀନ ଓ ପଡୋଶୀ ଦେଶରୁ ଆସୁଥିବା ଲୋକଙ୍କ ସଠିକ୍ ଯାଂଚ କରିବା ପାଇଁ ଏହି ଆଡଭାଇଜରି ଜାରି କରାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର କେଉଁସବୁ ସ୍ଥାନରେ ବର୍ଷା ସମ୍ଭାବନା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୯ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ସୋମବାର ଦିନ…

କରୋନା ଆତଙ୍କ; ୧୦ ଦିନରେ ନିର୍ମିତ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଉହାନ : ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁବା ସହିତ ୧୭,୨୦୫ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ କରୋନାର…

ଫଳ ଓ ପନିପରିବା ସତେଜ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ !

ଭୁବନେଶ୍ୱର: ଫଳ ହେଉ ଅବା ପନିପରିବା ଏଗୁଡ଼ିକୁ ଘରେ ବେଶି ଦିନ ସାଇତି ରଖିବା ସମ୍ଭବପର ନୁହେଁ। ଫ୍ରିଜ୍‌ରେ ରଖିଲେ ମଧ୍ୟ ଏହା ବେଶି ଦିନ ରୁହେ ନାହିଁ, ଶୀଘ୍ର ନଷ୍ଟ ହୋଇଯାଏ। ତେବେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଟିପ୍ସ ... ଟମାଟରକୁ ଫ୍ରଜି୍‌ରେ…

ପୁଣି ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି; ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୁଣିଥରେ ଗୁଳି ଫୁଟିବା ଘଟଣା ନଜରକୁ ଆସିଛି । ଜାମିଆ ମିଲିଆ ଇସ୍ଲାମିୟା ବିଶ୍ୱବିଦ୍ୟାଳୟର ଗେଟ୍ ନଂ-୫ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳିମାଡ କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

ଔଷଧ ବଦଳରେ କରନ୍ତୁ ଏହିସବୁ ବ୍ୟାୟାମ, ଭଲ ହୋଇଯିବ ଉଚ୍ଚ ରକ୍ତଚାପ ସମସ୍ୟା !

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ସମସ୍ୟା ଖୁବ୍ ଗମ୍ଭୀର ହୋଇଥାଏ। ଉଚ୍ଚ ରକ୍ତଚାପ ସହ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏହିକାରଣରୁ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଯୋଗଭ୍ୟାସ କରିବା ଉଚିତ।…

ବିମାନ ବନ୍ଦରରେ ଯୁବକଙ୍କ ଉନ୍ମତକାଣ୍ଡ; ହେଲିକପ୍ଟର ଉପରକୁ ଫିଙ୍ଗିଲେ ପଥର

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ରାଜା ଭୋଜ ବିମାନ ବନ୍ଦରରେ ରବିବାର ଦିନ ଜଣେ ଯୁବକ ହେଲିକପ୍ଟର ଉପରକୁ ପଥର ଫିଙ୍ଗିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଯାହାଫଳରେ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମରେ…

ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଘରର ଏହି କୋଣରେ ରଖନ୍ତୁ ‘ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା’ !

ଭୁବନେଶ୍ୱର: ଅନେକ ଉପାୟ ଅବଲମ୍ବନ ପରେ ବି ଯଦି ଆର୍ଥିକ ସମସ୍ୟା ଦୂର ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ଫେଙ୍ଗଶୁଇରେ ରହିଛି ଏହାର ଉପଚାର । ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା । ପୁଞ୍ଜି ନିବେଶ ସୁରକ୍ଷିତ ଓ ଅଧିକ ରୋଜଗାର କରିବା ଲାଗି ଘରେ…