ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସ: ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍ ପ୍ରବେଶ କରିଛି ଭାରତରେ ଏବଂ ଭାରତ ମୁହାଁ। ଗୁରୁବାର ଦିନ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି।
ଏହିଭଳି ଆତଙ୍କିତ ମାହୋଲରେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ସଚିବ…