Latest Odisha News

BREAKING NEWS

ରାଜ୍ୟର ୧୮ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଜଳବାୟୁରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ହେବାଯୋଗୁଁ ଆଗାମୀ ୪୮ ଘଣ୍ଟା ତଥା ଜାନୁଆରୀ ୨୨ ତାରିଖ…

ପୁରୀରେ ଭିକ୍ଷାବୃତ୍ତି କରୁଥିଲେ ଡିଗ୍ରୀ ଧାରୀ ଭିକ୍ଷୁକ; ଏବେ ଫେରିଲେ ଘରକୁ..

ପୁରୀ: ପୁରୀରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିôବା ଗିରିଜା ଶଙ୍କର ମିଶ୍ରଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର ହେବାପରେ ଗତ ରବିବାର ଦିନ ତାଙ୍କ ପରିବାର ସଦସ୍ୟ ଆସି ତାଙ୍କୁ ଘରକୁ ଫେରାଇ ନେଇଛନ୍ତି । ସେ ଜଣେ ବିଟେକ୍ ଡିଗ୍ରୀଧାରୀ ହୋଇଥିଲେ ମଧ୍ୟ ଅନେକ ଦିନ ହେବ ସେ ଭିକ ମାଗୁଥିଲେ ।…

ସାଧାରଣତନ୍ତ୍ର: ତଥାପି ବି ଯିବାକୁ ଅଛି ଅନେକ ଦୂର…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ସାଧାରଣତନ୍ତ୍ର । ଏହା ଆମ ପାଇଁ ଯେତିକି ଗୌରବର ବିଷୟ, ସେତିକି ଆହ୍ୱାନର ବିଷୟ ବି । ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହେଉଛି, ଏହା ହରଣ ହୋଇଯିବାର ଭୟ ଅଛି ଓ ଏହାର ଆଢ଼ୁଆଳରେ…

ଆସନ୍ତା ଫେବୃଆରୀ ୨୯ରୁ ଭୁବନେଶ୍ୱର-ବାରଣାସୀକୁ ସିଧାସଳଖ ବିମାନ ଉଡାଣ !

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ଉଡାଣ କରିବା ପରେ ଆସନ୍ତା ଫେବୃଆରୀ ୨୯ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ କରିପାରେ । ଏନେଇ ଭାରତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷ (ଏଏଆଇ)ର ପରାମର୍ଶ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି…

ସୁନ୍ଦରଗଡରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ଅବସ୍ଥିତ ତୁନମୁରା ପଞ୍ଚାୟତ ନିକଟସ୍ଥ ଅଟୋମୁଣ୍ଡା…

ଆଜିଠୁ ଭୁବନେଶ୍ୱର-ସୁରଟକୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରଟ୍ ଲାଗି ସିଧାସଳଖ ବିମାନ ସେବା ସୋମବାର ଠାରୁ ପ୍ରଦାନ କରିଛି ଏୟାର ଇଣ୍ଡିଆ ବିମାନ । ଏହାଫଳରେ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି । ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟା ୪୦ମି. ବାହାରି ସୁରଟରେ ସକାଳ ୧୦ଟା ୪୦ମି.ରେ ପହଞ୍ଚିବ ବୋଲି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୦ ରିଖ ସୋମବାର ମକର ୦୬ଦିନ ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମିଥୁନ…

ମସଜିଦ ଉପରେ ମିସାଇଲ ମାଡ: ୮୦ ସୈନ୍ୟ ମୃତ

ୟେମେନ: ମସିଜଦରେ ନମାଜ ପାଠ ବେଳେ ମିସାଇଲ ମାଡ । ୟେମେନର ମରିବ ଅଚଂଳରେ ହୁତୀ ବିଦ୍ରୋହୀମାନେ ମିସାଇଲ ଓ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ୮୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନେକ ଯବାନ ଆହତ ହୋଇଛନ୍ତି । ମସ୍‌ଜିଦ୍‌ରେ ସୈନିକମାନେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ…

ଷ୍ଟିଲ୍ ସିଟିରେ ଅପରାଧ ରୋକିବାକୁ ରାଉରକେଲା ପୋଲିସର ତତ୍ପରତା

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଦିନକୁ ଦିନ ବଢୁଥିବା ଅପରାଧିକ ଘଟଣାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏସପି କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷର ଆରମ୍ଭ କରାଯାଇଛି । ଯାହାକୁ ପୋଲିସ ଡିଜି ଅଭୟଙ୍କ ଦ୍ୱାରା ରବିବାର ଦିନ ପ୍ରତିଷ୍ଠା କରାଯାଇଥିଲା । ଏହାବ୍ୟତିତ…

ବେଙ୍ଗାଲୁରୁରେ ‘ବିରାଟ’ ବିଜୟ:୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁରେ ବିଜୟ ବାନା ଉଡାଇଲା ଭାରତ । ଦିନିକିଆ ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ମାତ ଦେଲା ବିରାଟ ବାହିନୀ । ୧୫ଟି ବଲ୍ ବାକି ଥାଇ…