Latest Odisha News

BREAKING NEWS

ଦାରିଦ୍ରତାର ଚରମ ସୀମା: ଅର୍ଥାଭାବରୁ ଚୁଟି ବିକ୍ରି କରି ପିଲାଙ୍କୁ ଖାଇବାକୁ ଦେଲା ମା’

ଭୁବନେଶ୍ୱର: ଏହାକୁ ମାଆର ମମତା କୁହନ୍ତୁ କିମ୍ବା ଦଇବ ଯାତନା। ଟଙ୍କା ପଇସା ଅଭାବରୁ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ବିଧବା ମା ନେଇଛି ଏଭଳି ଏକ ପଦକ୍ଷେପ ଯାହା ଜାଣିଲେ ଆପାଣଙ୍କ ଆଖି କୋଣରେ ଲୁହ ଜକେଇ ଆସିବ । ପିଲାଙ୍କ ମୁଂହରେ ଦାନ ଦେବା ପାଇଁ ନିଜ ମୁଣ୍ଡର ଚୁଟି କାଟି ବିକିଦେଲା ମାଆ…

ହରମନପ୍ରୀତଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ଋଚା ଘୋଷ ଏକମାତ୍ର ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ…

ଲୌରେସ କ୍ରୀଡା ପୁରସ୍କାର; ଶର୍ଟ ଲିଷ୍ଟରେ ସ୍ଥାନ ପାଇଲେ ସଚିନ

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ଖେଳାଳିମାନେ ମନାଉଥିବା ଉଲ୍ଲାସ ମୂହର୍ତ ଲୌରେସ କ୍ରୀଡା ପୁରସ୍କାର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛି । ୨୦୨୦ରେ ଲୌରେସ ପୁରସ୍କାର ୨୦ ବର୍ଷ ପୂରଣ କରୁଛି । ଖାସକରି ୨୦ ବର୍ଷର ଶ୍ରେଷ୍ଠ…

ଲୌରେସ କ୍ରୀଡା ପୁରସ୍କାର: ସର୍ଟ ଲିଷ୍ଟରେ ସ୍ଥାନ ପାଇଲେ ସଚିନ

ଭୁବନେଶ୍ୱର: ୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ଖେଳାଳିମାନେ ମନାଉଥିବା ଉଲ୍ଲାସ ମୂହର୍ତ ଲୌରେସ କ୍ରୀଡା ପୁରସ୍କାର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛି । ୨୦୨୦ରେ ଲୌରେସ ପୁରସ୍କାର ୨୦ ବର୍ଷ ପୂରଣ କରୁଛି । ସୂଚନାଯୋଗ୍ୟ, ୨୦ ବର୍ଷର…

‘ନାସା ଏଷ୍ଟ୍ରୋନେଟ ମିଶନ’: ଭାରତୀୟ ବଂଶୋଦ୍ଭବ ରାଜା ଚାରୀ ମନୋନୀତ

ଭୁବନେଶ୍ୱର: ନାସା ଆଗାମୀ ଏଷ୍ଟ୍ରୋନେଟ ମିଶନ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଭାରତୀୟ ବଂଶୋଦ୍ଭବ ରାଜା ଚେରୀ ସ୍ଥାନ ପାଇଛନ୍ତି । ସୁନୀତା ୱିଲିୟମ୍ସ ଓ କଳ୍ପନା ଚାୱଲାଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ୩ଟି ମିଶନ ପାଇଁ ସୁଯୋଗ ପାଇଛନ୍ତି । ୨୦୧୭ରେ ୧୮…

ନରସିଂହପୁରର ପ୍ରଗଳା ଠାକୁରଣୀ; ଯେଉଁଠି ଶୂନ୍ୟରେ ଉଡୁଛି ଖଣ୍ଡା…

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଆମ ଓଡିଶାରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଲୋକଲୋଚନକୁ ମଧ୍ୟ ଆସିପାରି ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ରହସ୍ୟମୟ ଠାକୁରାଣୀ ପୀଠ ସମ୍ପର୍କରେ । ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ରହସ୍ୟମୟ ପୀଠରେ ଶୂନ୍ୟରେ ଉଡୁଛି…

ପୁଅର ଆକ୍ରମଣରେ ବାପା ମୃତ

ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗ୍ରାମରେ ପୁଅର ଠେଙ୍ଗାମାଡରେ ବାପାର ମୃତ୍ୟୁ ହେବାଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକ ଜଣକ ସ୍ଥାନୀୟ ଗ୍ରାମର ଲଙ୍ଗେସା ହିକବାଡିକା । ପ୍ରାପ୍ତ ସୂଚନାନୁଯାୟୀ କୌଣସି କାରଣବଶତଃ ଉଭୟ ବାପ ଓ ପୁଅ ବଦ…

ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ସୋନପୁରରେ ବର୍ଷର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ, ଦାରିଙ୍ଗବାଡି (୭.୨),…

ଥରୁଛି ଓଡ଼ିଶା: ସୋନପୁରରେ ରେକର୍ଡ଼ ହେଲା ବର୍ଷର ସର୍ବନିମ୍ନ ତାପମାତ୍ରା (୪.୮)

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନ ଶୀତର ଚାଦର ତଳେ ରହିଛି । ଅନେକ ସ୍ଥାନରେ ପାରଦ ଖସୁଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪.୮° ସେଲସିୟସ ରେକର୍ଡ଼ କରାଯାଇଛି । ଏହାଛଡା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ଟି ସହର ରହିଛି । ଦାରିଙ୍ଗବାଡି (୭.୨), ଟିଟିଲାଗଡ଼ (୬.୫ ),…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…