Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଡିସେମ୍ବର ତା ୧ ରିଖ ରବିବାର ବିଛା ୧୫ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଉତ୍ତରାଷାଢାନକ୍ଷତ୍ର ମକର ଚନ୍ଦ୍ର ଘାତ ବାର: ମେଷ…

ପ୍ରସିଦ୍ଧ ମଞ୍ଚ କଳାକାର ପରମାନନ୍ଦ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ମଞ୍ଚକଳାକାର ପରମାନନ୍ଦ ସାହୁଙ୍କର ତାଙ୍କ ବାଲେଶ୍ୱର ବାସଭବନରେ ଶନିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିିଲା । ସ୍ୱର୍ଗତଃ ସାହୁ ପ୍ରାୟ ଶହେରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନେକ ଓଡ଼ିଆ ଓ ବଙ୍ଗଳା ଭାଷାର…

ଦୁଃସ୍ୱପ୍ନ ପାଲଟିଛି ୨୦ ପାଦଅଙ୍ଗୁଳି, ୧୨ ହାତ ଆଙ୍ଗୁଳି !

ଭୁବନେଶ୍ୱର: ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ପିଛା ଛାଡୁନି । ଓଡିଶାର ଗଞ୍ଜାମ ଅଂଚଳରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । କଡାପଡାର ୬୩ ବର୍ଷୀୟା ମହିଳା ନାୟକ କୁମାରୀଙ୍କ ପାଦରେ ୨୦ ଓ ହାତରେ ୧୨ ଆଙ୍ଗୁଳି ରହିଛି । ଏହା ତାଙ୍କ ପାଇଁ ଅଭିଶାପ ପାଲଟିଛି କହିଲେ ଭୁଲ ହେବ ନାହିଁ । ପାଖ…

ବିଦେଶରେ ବଢ଼ୁଛି ଭାରତୀୟ ବଂଶୋଦ୍ଭବଙ୍କ ପ୍ରଭାବ : ଡକ୍ଟର ମୁଲେ

ଭୁବନେଶ୍ୱର: ପ୍ରାୟ ୧୦ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଆସିଆନ୍ ଦେଶ ଗୁଡ଼ିକରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି । ଆମ ଦେଶର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ବିଦେଶ ଯାଇ ଉଚ୍ଚ ଶିକ୍ଷା ଲାଭ କରିପାରିବାରେ ଅଧିକ ଆଗ୍ରହ ରଖୁଛନ୍ତି । ଭାରତୀୟ…

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ…

ଖ୍ୟାତନାମା ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

କଟକ: ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଦୂରଦର୍ଶନ ତଥା ଓଡ଼ିଶା ସଙ୍ଗୀତ ଜଗତରେ ରାଧାକାନ୍ତ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ…

ପ୍ରୋଭିଡେଣ୍ଟ ଫଣ୍ଡ ପଇସା ଅନଲାଇନ ଟ୍ରାନ୍ସଫର ବହୁତ ସହଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟ ନିଧି ବା ଇପିଏଫ ଦରମାପାଉଥିବା କର୍ମଚାରୀଙ୍କ ପାଇଁ ଏକ ଅବସରକାଳୀନ ସଞ୍ଚୟ ଖାତା ସ୍କିମ ଅଟେ | ବେତନଭୋଗୀ କର୍ମଚାରୀ ଯେବେ ନିଜ କମ୍ପାନୀ ବଦଳାନ୍ତି, ସେତେବେଳେ କର୍ମଚାରୀ ନିଜ ପିଏଫ ପଇସା ଟ୍ରାନ୍ସଫର କରନ୍ତି , ଏହାକୁ ଭଲ ବିକଳ୍ପ ବୋଲି ମାନନ୍ତି ନାହିଁ…

ଜିଓ ଗିଗା ଫାଇବର ଲଞ୍ଚ କଲା ୩୫୧ ଓ ୧୯୯ ପ୍ଲାନ୍…

ଭୁବନେଶ୍ୱର: ରିଲାଏନ୍ସ ନିଜର ଗିଗା ଫାଇବର ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବ | ମାସିକ ୩୫୧ ଟଙ୍କା ଓ ସପ୍ତାହିକ ୧୯୯ ଟଙ୍କା ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ସବୁରେ ଗ୍ରାହକଙ୍କୁ ୧୦ ଏମବିପିଏସ ରୁ ନେଇ ୧୦୦ ଏମବିପିଏସ…

କଟକର ଆନ୍ଧ୍ର ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ

କଟକ: କଟକର ମଙ୍ଗଳାବାଗ ସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖା କୋଠାରେ  ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଉକ୍ତ ସର୍ଜିକାଲ ଆଇଟମ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।…