Latest Odisha News

BREAKING NEWS

ଡଙ୍ଗା ଭସା ହେଲା କାଳ; ପାଣିରେ ବୁଡି ୨ ମୃତ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଶୀତୁଆ ପାହାନ୍ତିଆ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନେ ରାଜ୍ୟ ବିଭିନ୍ନ ନଦୀ ଓ ପୁଷ୍କରଣୀ ସମେତ ଜଳାଶୟ ଗୁଡିକରେ…

ରାଉରକେଲାରେ ଦୁର୍ବୃତ୍ତଙ୍କ ସିରିଜ୍ ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପାଖାପାଖି ୪ଟି ଦୋକାନ ଲୁଟ୍ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଚୋରୀ ହୋଇଥିବା ନେଇ ଜଣାପଡିଥିଲା…

ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଗାନ୍ଦେରବାଲ୍ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଦେଖନ୍ତୁ ଭିଡ଼ିଓ: ଓଡ଼ିଶାର ଏହି ଗାଁ’ରେ ପଶିଲେ ହାତୀ ଦଳ, ଖାଇଲେ ଧାନଫସଲ…

ବାରିପଦା: ପୁଣି ଓଡ଼ିଶାରେ ହାତୀ ଉପଦ୍ରବ ଦେଖାଦେଇଛି । ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡରେ ଏକ ଜଙ୍ଗଲୀ ହାତୀ ଦଳ ଆଖପାଖ ଗ୍ରାମରେ ପଶି ଫସଲ ନଷ୍ଟ କରିଥିବାର ସୂଚନା ଏଏନଆଇ ସୂତ୍ରରୁ ଖବର ମିଳିଛି । #WATCH Odisha: A herd of wild elephants destroyed paddy crops…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ।ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୧୧-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୨ ରିଖ ମଙ୍ଗଳବାର ତୁଳା ୨୬ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

ବାତ୍ୟା ବୁଲବୁଲ୍: ସ୍ଥିତି ସମୀକ୍ଷା କରି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ଲୋକସେବା ଭବନ ଠାରେ ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସ୍ଥିତି ସମୀକ୍ଷା କରିବା…

ମଙ୍ଗଳବାର ଓଡ଼ିଶାର ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରଖିବା ନେଇ ଘୋଷଣା କରିଛି ସେସୁ

ଭୁବନେଶ୍ୱର: ମଙ୍ଗଳବାର ଓ ବୁଧବାର କଟକ, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୋମବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ ମଙ୍ଗଳବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ...…

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ; ଏନସିପିଠାରୁ ସମର୍ଥ ପାଇବା ପରେ କଂଗ୍ରେସକୁ ଅପେକ୍ଷା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଇଥିଲେ ମଧ୍ୟ ଏହି ମେଣ୍ଟ ସରକାର ଗଠନ କରିବା ଅନିଶ୍ଚିତ ହୋଇପଡ଼ିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଜୋରଦାର ଯୋଜନା ପ୍ରସ୍ତତି ଆରମ୍ଭ…

ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ

ପ୍ରତି ମଙ୍ଗଳବାର.... ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ ଓଡ଼ିଶାର ଜନସଂଖ୍ୟାର ୨୨% ଆଦିବାସୀ ଅଟନ୍ତି । ପ୍ରାୟ ୯୬ ଲକ୍ଷ ଆଦିବାସୀ ଆମ ରାଜ୍ୟରେ ବସବାସ କରନ୍ତି । ଅପପୁଷ୍ଟି ଆଦିବାସୀ ସମୁଦାୟଙ୍କ ମଧ୍ୟରେ ସଂପ୍ରତି ଏକ…