Latest Odisha News

BREAKING NEWS

ବଲିଉଡରେ ପ୍ରେମ ଆନନ୍ଦଙ୍କ ଏଣ୍ଟ୍ରି…

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରିରେ କମାଲ କରିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ରିଲିଜ ଅପେକ୍ଷାରେ ଥିବା ହିନ୍ଦି ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ…

ବିଖ୍ୟାତ ପାଲା ଗାୟକ ଅମରନାଥ ନାୟକ: ଯାହାଙ୍କୁ ସ୍ୱୟଂ କନକଦୁର୍ଗା ଡାକିଦେଇଥିଲେ ଶ୍ଳୋକ…

ଭୁବନେଶ୍ୱର: ସେ ଜଣେ ଦୃଷ୍ଟିଶକ୍ତି ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ…

ପୋଖରୀ ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମନୋହରସାହି ସ୍ଥିତ ପୋଖରୀ ନିକଟରୁ ଶନିବାର ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ସକାଳୁ ନିତ୍ୟକର୍ମ ପାଇଁ ପୋଖରୀ ପାଖକୁ ଯାଇଥିବା ବେଳେ ସେଠାରେ ଉକ୍ତ ନବଜାତ…

ଭାରତ-ବାଂଲାଦେଶ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଆଜି…

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ

କଟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ କେହି ଯୁବକ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କରଞ୍ଜିଆ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ସ୍ଥିତ ଗ୍ରାମଗୁଡିକରେ ପାଖାପାଖି…

ଭୁବନେଶ୍ୱରରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିସିଡିଡି-୧ ଅନ୍ତର୍ଗତ ନୟାପଲ୍ଲୀ-ନୂଆସାହି, ୟୁନିଟ୍-୮ ଡିଏଭି, ୟୁନିଟ୍-୫, ରାଜ୍ୟ ଅତିଥି ଭବନ ଓ ଆଖପାଖ ଅଞ୍ଚଳରେ ରବିବାର ଦିନ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ । ଆଜି ସକାଳ ୮ଟାରୁ ଦିନ ୧ଟା ଯାଏଁ ଜରୁରୀକାଳୀନ ମରାମତି କାର୍ଯ୍ୟ ଲାଗି ଏହିସବୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୦୩ ରିଖ ରବିବାର ତୁଳା ୧୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ…

ଭାରତୀୟ ପୁରୁଷ ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ୭-୧ରେ ଗୋଲରେ ରୁଷିଆ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ କିଛି ସମୟ ପୂର୍ବରୁ ମହିଳା ଭାରତୀୟ ହକି ଦଳକୁ ଅଲିମ୍ପିକ୍ସ ଟିକଟ ମିଳିଯିବା ପରେ ଏବେ ଭାରତୀୟ ପୁରୁଷ ଦଳ ମଧ୍ୟ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତ ରୁଷିଆକୁ ୭-୧ ଗୋଲ୍…

ପ୍ରକାଶିତ ହେଲା ୧୯୫୭-୨୦୧୦ ମ୍ୟାଟ୍ରିକ ଟପ୍ପର୍ ତାଲିକା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ୧୯୫୭ ବ୍ୟାଚରୁ ଆରମ୍ଭ କରି ୨୦୧୦ ପର୍ଯ୍ୟନ୍ତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର୍ ହୋଇଥିବା ଶିକ୍ଷାର୍ଥୀଙ୍କ ଏକ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ୫୫ ଜଣ ଟପ୍ପରଙ୍କ ନାମ ରହିଛି । ସମୁଦାୟ ୬୪ ଜଣ ଟପ୍ପର ରହିଛନ୍ତି…