Latest Odisha News

BREAKING NEWS

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି । ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ…

ପିଲାଙ୍କ ଗହଣରେ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲାମାନଙ୍କ ସହ ପାଳନ କଲେ ଦୀପାବଳି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ…

କଳାହାଣ୍ଡି ଶିଳ୍ପୀଙ୍କ କଳାଚାତୁରୀ; ମୂର୍ତ୍ତିରେ ଭରିଦେଉଛନ୍ତି ଜୀବନ…

ନିର୍ଜୀବକୁ ଜୀବନ୍ତ ରୂପ ଦେବା ସହିତ କଳା ସଂସ୍କୃତି ପରମ୍ପରାରେ କଳାହାଣ୍ଡି ଜିଲ୍ଲା ବେଶ ଆଗରେ । ଐତିହ୍ୟ ଓ ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର କଳାହାଣ୍ଡି ଆଜି ସୁନାର କଳାହାଣ୍ଡି ଭାବେ ପରିଚିତ । ପୂର୍ବ ପୁରୁଷରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା କାଠ ଶିଳ୍ପୀ ଗାଁ ଭାବରେ ଖଇରପଦର…

ଆଜିବି ଆସୁଛି ଚିଠି; ଏବେବି ବଞ୍ଚିଛି ଡାକଘର…

ଚିଠି ଆସିଛି ଚିଠି.................. ଏହି ସ୍ୱର, ଏ ଡାକ ଆଉ ଶୁଣିବାକୁ ମିଳୁନି । ଯିଏ ଶୁଣିଛି ସିଏ କେବେ ଭୁଲିପାରିବ ନାହିଁ । ଗାଁ ଦାଣ୍ଡରେ ଡାକବାଲାର ସେହି କର୍କଶ ସ୍ୱର ସହ ତା’ ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶବ୍ଦ କାହାକୁ ଖୁସି ବାଂଟୁଥିବା ବେଳେ କାହାକୁ ଦୁଃଖରେ ମ୍ରିୟମାଣ…

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1188292416270266371?s=08 ଏହି ଅବସରରେ…

ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଖଟ୍ଟର

ଚଣ୍ଡିଗଡ: ନିକଟ ଅତୀତରେ ହରିୟାଣା ବିଧାନସଭା ନିର୍ବାଚନରେ ଝୁଲା ସରକାରକୁ ନେଇ ଗଢି ଉଠିଥିବା ସମସ୍ତ କଳ୍ପନାଜଳ୍ପନାର ପରିଶେଷରେ ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ହରିୟାଣାରେ ବିଜେପି ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାକୁ ଯାଉଛି । ପ୍ରାପ୍ତ…

ପୁରପଲ୍ଲୀରେ ପରିଚିତ ପାଲା ଗାୟକ: ବାଗ୍ମୀ ନାରାୟଣ ମହାରଣା

ଭୁବନେଶ୍ୱର: ପ୍ରସିଦ୍ଧ ପାଲା ଗାୟକ ଭାବେ ଗାୟକ ବାଗ୍ମୀ ନାରାୟଣ ମହାରଣା ଓଡିଶାର ପୁରପଲ୍ଲୀରେ ପରିଚିତ । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ…

କଣପାଇଁ ଏ ଦୀପ? କାହିଁକି ଏ ଦୀପାବଳି?

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ 'ଆଲୋକ ଆଗମନ ଦିବସ' ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର…

ନିରାପଦ ଦୀପାବଳି ପାଇଁ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ…

ଭୁବନେଶ୍ୱର: ଆଜି ଦୀପାବଳି। ବନ୍ଧୁ ପରିଜନ, ପରିବାର ବର୍ଗଙ୍କ ମେଳରେ ହସଖୁସିରେ କାଟିବାର ଦିନଟିଏ। ଆଲୋକର ଏହି ମହାପର୍ବ ଅମାବାସ୍ୟାର ଅନ୍ଧାରକୁ ଏଡ଼ିଦେଇ ପରିବେଶକୁ ଆଲୋକିତ କରିଦିଏ । ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। କିନ୍ତୁ ଅନେକ ସମୟରେ ଏହି ଶୁଭଦିନରେ…