Latest Odisha News

BREAKING NEWS

ବୁର୍ଖା

ସଲୀମ୍ ତେଲୁଗୁ ସାହିତ୍ୟରେ ଜଣେ ପ୍ରତିଭାବାନ୍ ଲେଖକ । ଏପର୍ଯ୍ୟନ୍ତ ତାଂକର ବାରୋଟି ଉପନ୍ୟାସ ଦେଢଶହରୁ ଉର୍ଦ୍ଧ କବିତା ଏବଂ ଦୁଇଶରୁ ଅଧିକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇ ସାରିଛି। ତାଂକର ଗଳ୍ପ ଗୁଡିକ ଇଂଲିଶ୍ ସହିତ ହିନ୍ଦୀ, କାନାଡା, ମାଲାୟଲମ୍, ଓଡିଆ ଆଦି ଭାରତୀୟ ଭାଷାରେ ଅନୁବାଦ ହୋଇ…

ଜାଣନ୍ତୁ, ବ୍ରତ-ଉପବାସରେ କାହିଁକି ପିଆଜ ରସୁଣ ମନା

ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ…

ଏମିତି ଏକ ଗାଁ ଯେଉଁଠି ପୁଅ ହେଲେ ପାଳନ ହୁଏ ଦଶହରା !

ଭୁବନେଶ୍ୱର: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦଶହରା । ଦେବଭୂମି ଭାରତରେ ସବୁ ପର୍ବ ପରି ଏହି ପାର୍ବଣର ମଧ୍ୟ ରହିଛି ବେଶ୍ ଚମତ୍କାରିତା । ମାତୃଶକ୍ତିର ପ୍ରଚଣ୍ଡ ସ୍ୱରୂପ ପ୍ରଦର୍ଶନ କରୁଥିବା ଏହି ପର୍ବକୁ ସାରା ଦେଶରେ ବେଶ୍ ଆଡ଼ମ୍ବର ତଥା…

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା' ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ…

ପାଟଣାଗଡ ବିଧାୟକଙ୍କ ନାଁରେ ଠକେଇ କରୁଥିଲା ଯୁବକ, ଧରିଲା ପୋଲିସ

ବଲାଙ୍ଗିର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଲୋକଙ୍କ ଠାରୁ ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ବରପାଲିପଡାରୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ପାଟଣାଗଡ ବିଧାୟକଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ…

ବିଜେପି ନେତାଙ୍କ ସହ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୁତ୍ତ

ଜଲଗାଁ: ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ଥିବାବେଳେ, ରବିବାର ବିଳମ୍ବିତ ରାତିରେ ଜଲଗାଁ ଠାରେ ବିଜେପି କର୍ପୋରେଟର ରବୀନ୍ଦ୍ର ଖରାଟ ଏବଂ ତାଙ୍କ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ବିଜେପି…

ତାଳଚେରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ମଣ୍ଡପାଳ ହସ୍ପିଟାଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେହି ଦୁବୃର୍ତ୍ତ ରବିବାର ରାତିରେ ଲାଲ୍ ରଙ୍ଗ ବୋଳିଦେଇଥିବା ନେଇ ନଜରକୁ ଆସିଛି । ଏନେଇ ଏକ ସ୍ଥାନୀୟ ଯୁବ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ଦାଏର କରାଯାଇଛି।…

ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ଲାଗେ ‘ମଦିରା’ ଭୋଗ !

ଭୁବନେଶ୍ୱର: ଦେବଭୂମି ଭାରତବର୍ଷରେ ଏମିତି ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ମାନ ରହିଛି ଯାହାକୁ ହୁଏତ ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବା ଅସମ୍ଭବ । ଆମ ଦେଶରେ ଏମିତି ବହୁତ ମନ୍ଦିର ରହିଛି ଯାହା ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର…

ଦେଖନ୍ତୁ, କଟକ ସାହିମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି

କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ସହରର ବିଭିନ୍ନ ସାହିରେ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଅଧିକାଂଶ ମେଢ ଚାନ୍ଦିରେ ସଜ୍ଜିତ ହୋଇଛି ।