Latest Odisha News

BREAKING NEWS

ରାଜ୍ୟର ୫୨ଟି ଡ଼ିଗ୍ରୀ କଲେଜରେ ନିଯୁକ୍ତ ହେବେ ୬୦୬ ଅଧ୍ୟାପକ

ଭୁବନେଶ୍ୱର: ଓଡିଶାର ୫୨ଟି ସରକାରୀ ଡ଼ିଗ୍ରୀ କଲେଜ ଲାଗି ପାଖାପାଖି ୬୦୬ ପଦବୀରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସମୁଦାୟ ୨୦ଟି ବିଷୟ ପାଇଁ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି କରାଯିବ । ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ସିଗ୍ଧା ଚମ୍ପତିରାୟ ଏକ ଅଫିସିଆଲ୍ ପତ୍ର…

ଦେଖନ୍ତୁ: କିପରି ଦୁର୍ଗାପୂଜା ପେଣ୍ଡାଲରେ ଝୁମି ଝୁମି ଗୀତରେ ନାଚିଲେ ବିଧାୟକ !

ଜୟପୁର: ନିଜର ଉତ୍ତେଜିତ ଭାଷଣବାଜି ମାଧ୍ୟମରେ ହଟଚମଟ ସୃଷ୍ଟି କରି ବିଧାନସଭାକୁ ସରଗରମ କରିପାରୁଥିବା କଂଗ୍ରେସ ବିଧାୟକ ଗୁରୁବାର ଦିନ କିନ୍ତୁ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ମିଳିଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଧାୟକ ତାରା…

ଜାଣନ୍ତୁ, ପୂଜାରେ ରାଜଧାନୀର କେଉଁ ରୁଟରେ ଲାଗିବ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭାରୀ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି । ପୂଜା ମଣ୍ଡପ ତଥା ଦୋକାନ ବଜାରରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ସୋସିଆଲ୍ ମିଡ଼ିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଯୁବକ ଗିରଫ

ରାଉରକେଲା: ଇସ୍ପାତ ନଗରୀରେ ଏକ ଚାଞ୍ଚଲ୍ୟକର ଖବରକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଜଣେ ଯୁବତୀଙ୍କୁ ବିବାହ କରିବାରେ ବିଫଳ ହେବାପରେ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରି ଗିରଫ ହୋଇଛନ୍ତି ବିହାର ରାଜ୍ୟର ଜଣେ ଯୁବକ । ଅଭିଯୁକ୍ତ ଜଣକ ଅମନଜିତ ଶର୍ମା ଏବଂ ସେ…

ବଜ୍ରପାତ ସହ ବର୍ଷା ଆଶଙ୍କା: ୭ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡା,…

ଏୟାର ଏସିଆର କ୍ୱାଲାଲୁମ୍ପୁର-ଭୁବନେଶ୍ୱର ବିମାନ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ମାଲେସିଆର ରାଜଧାନୀ କ୍ୱାଲାଲୁମ୍ପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏୟାର ଏସିଆର ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୭ରେ ଏୟାର ଏସିଆର ଏକେ ୩୦ ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ନନ୍ଦନକାନନରେ ଅସୁସ୍ଥ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଚିଡ଼ିଆଖାନାରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ଘଟିଛି । ପ୍ରାଣୀ ଉଦ୍ୟାନରେ ଥିବା ଏହି ଜଳହସ୍ତୀଟି ଗତ କିଛି ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।…

ଓଡ଼ିଶାର ୧୬ଟି ଖଣି ନିଲାମ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ୨୯ଟି ଖଣି ମଧ୍ୟରୁ ୧୬ଟି ଖଣି ଖୁବଶିଘ୍ର ନିଲାମ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଇତିମଧ୍ୟରେ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ୧୬ଟି ଖଣି ନିଲାମ କରିବାନେଇ ଟେଣ୍ଡର ଆହ୍ୱାନ କରିଛନ୍ତି । ସେଥିମଧ୍ୟରୁ ୯ଟି ଗ୍ରିନଫିଲଡ଼…

କୋର୍ଟ ପରିସରରେ କଳି ଲାଗିଲେ ବିଧାୟକ ଓ ମହିଳା-ତହସିଲଦାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ସ୍ଥ୍ାନୀୟ ବିଧାୟକ ଏବଂ ତହସିଲଦାରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇ କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ଏହି ଘଟଣାକୁ କୋର୍ଟ ମଧ୍ୟରେ ରହିଥିବା ଆଇନଜୀବୀମାନେ ଓ ମୋହରିରମାନେ ଦେଖଣାହାରୀ ହୋଇ ଦେଖିଥିଲେ । ନୀଳଗିରି ବିଧାୟକ ସୁକାନ୍ତ…

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…