‘ନବରାତ୍ରୀ’ରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ…
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ‘ନବରାତ୍ରୀ ପୂଜା’। ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି।
ଏହିି ଅବସରରେ ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବା ସହ ପାପର ବିନାଶ କରିଥା’ନ୍ତି । ନବରାତ୍ରୀର ନଅ ଦିନ ଯାଏଁ…