Latest Odisha News

BREAKING NEWS

ମାର୍ଚ୍ଚ ପ୍ରଥମ ସପ୍ତାହରୁ +୨ ଥିଓରୀ ପରୀକ୍ଷା ଆରମ୍ଭ !

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏକ୍ସଲେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ବାର୍ଷିକ ଯୁକ୍ତ ୨ ପ୍ରାକ୍ଟିକାଲ୍ ଓ ଥିଓରୀ ପରୀକ୍ଷାର ସମୟ ସୂଚୀ ମଙ୍ଗଳବାର ଦିନ ଘୋଷଣା କରାଯାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର…

ଆମେରିକାରେ ମୋଦୀ; ଆଜି ଟ୍ରମ୍ପଙ୍କ ସହ କରିପାରନ୍ତି ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା !

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆଜି ହେଉଛି ୪ର୍ଥ ଦିନ । ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୟାଗଡ,ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,…

ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଜି.କେ. ବିଧି ଥାନା ଅନ୍ତର୍ଗତ ମାଡିଗାମାଲୁ ଗ୍ରାମ ନିକଟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ମାଓବାଦୀମାନେ ସହିଦ ସପ୍ତାହ…

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ‘ବିଗ୍‌ବସ୍‌-୧୩’ ହାଉସ୍‌ର ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌’ର ନୂଆ ସିଜିନ୍‌ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏଥର ମଧ୍ୟ ଏହି ଶୋ’କୁ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ । ଚଳିତ ବର୍ଷ ବିଗ୍‌ବସ୍‌-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି…

 ଆସନ୍ତା ମାସରୁ ଗଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ, ଜାଣନ୍ତୁ କେତେ ରହିବ ଏହାର ଭଡା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗାଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ । ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ନାମ ତେଜସ୍ ଏକ୍ସପ୍ରେସ୍ ରଖାଯାଇଛି। ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୧ ରୁ ଲାଗୁ ହେବ ନୂଆ ପେନସନ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରିୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଚାକିରିରେ ସର୍ବନିମ୍ନ ୭…

ଅକ୍ଟୋବର ୧ରୁ ଅନଲାଇନ୍ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ପରିବହନ କର୍ତ୍ତୃପକ୍ଷ (ଏସଟିଏ) ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଜାରି କରିଛନ୍ତି ଯେ, ରାଜ୍ୟରେ ଅକ୍ଟୋବର ୧ ତାରିଖରୁ ସମସ୍ତ ଯାନବାହନ ଲାଗି ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ଏହି ବିଜ୍ଞପ୍ତି ଅନୁଯାୟୀ, ପଲ୍ୟୁସନ ଟେଷ୍ଟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୪-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୪ ରିଖ ମଙ୍ଗଳବାର କନ୍ୟା ୦୮ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

ଆରମ୍ଭ ହେଲା ମା ଭୈରବୀଙ୍କ ‘ଗୁପ୍ତ ପୂଜା’, ଷୋହଳ ଦିନ ପରେ ଭକ୍ତଙ୍କୁ ଦେବେ ଦର୍ଶନ

ବୌଦ୍ଧ: ରାଜ୍ୟର ଅନ୍ୟତମ ଐତିହାସିକ ପୀଠ ବୌଦ୍ଧ ଜିଲାର ପୁରୁଣାକଟକ ଠାରେ ପ୍ରତ୍ୟକ୍ଷ ଦେବୀ ମା’ ଭୈରବୀଙ୍କ ଷୋହଳ ଗୁପ୍ତ ପୂଜା ଆରମ୍ଭ ହୋଇଅଛି । ଏହି ସମୟରେ ମା’ ଙ୍କୁ ଗୁପ୍ତଭାବେ ମଧ୍ୟ ରାତ୍ରୀରେ ପୂଜା ହୋଇଥାଏ ଏବଂ ୧୬ ଦିନ ପରେ ନବମୀ ତିଥିରେ ଯାଇ ଭକ୍ତମାନେ ଦର୍ଶନ କରିଥାଆନ୍ତି ।…