Latest Odisha News

BREAKING NEWS

ପ୍ଲାଷ୍ଟିକ୍ ବର୍ଜିତ ରେଳଷ୍ଟେସନ ଭାବେ ସମ୍ବଲପୁର ଘୋଷିତ ହେଲା

ସମ୍ବଲପୁର: ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି । ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ବିବେଚିତ ହୋଇଛି । ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ…

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଯାତ୍ରୀବାହୀ ବସ୍, ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଯିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକ ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯିବା ଫଳରେ ବସଷ୍ଟାଣ୍ଡରେ ଉପସ୍ଥିତ ରହିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା…

କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି, ଯାନବାହନ ଚଳାଚଳ ବାଧାପ୍ରାପ୍ତ

କଟକ: କଟକସ୍ଥିତ ୧୬ ନଂ ଜାତୀୟ ରାଜପଥରେ ଥିବା କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ଜାତୀୟ ରାଜପଥ (ଏନଏଚଏଆଇ) କର୍ତ୍ତୃପକ୍ଷର ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି । ସେଠାରେ ଏନଏଚଏଆଇ…

ଦହି ଆଳୁ

ଘରେ ପ୍ରସ୍ତୁତ କରନ୍ତୁ ଦହି ଆଳୁ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ- ୨୫୦ ଗ୍ରାମ ସିଝା ଆଳୁ, ୧ଟି କଞ୍ଚାଲଙ୍କା, ୧୦୦ଗ୍ରାମ ଖଟା ଦହି, ୧ଚାମଚ ଜୀରା, ୧/୪ହେଙ୍ଗୁ, ୩ତେଜପତ୍ର, ଲୁଣ ସ୍ୱାଦ ଅନୁସାରେ, ୧ଚାମଚ ଲଙ୍କାଗୁଣ୍ଡ, ୧/୪ ହଳଦୀ ପାଉଡର, ୨ଚାମଚ…

ପ୍ରାକ୍ଟିସ ଛାଡି ଅନୁଷ୍କାଙ୍କ ସହ ନୌକାରେ ବୁଲିଲେ କୋହଲି, ତାପରେ ଜାଣନ୍ତୁ କଣ ହେଲା

କାନପୁର: ଓ୍ବେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ଭଲ ରହିଛି । ଆଗାମୀ ଟେଷ୍ଟ ମ୍ୟାଚ  ଅଗଷ୍ଟ ୩୦ରେ ହେବାକୁ ଥିବାବେଳେ ଅଭ୍ୟାସ ଛାଡି ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ଭାରତୀୟ ଟିମର ଅନ୍ୟ କେତେଜଣ ଖେଳାଳିଙ୍କ…

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ମୃତ

ଭୁବନେଶ୍ୱର: ମାଓଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟ ଅଞ୍ଚଳର ଖଇରପୁଟ ପାହାଡ଼ ନିକଟସ୍ଥ ପାକନଗୁଡ଼ା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ଗଣମାଧ୍ୟମକୁ…

ଜିଓ ଫାଇବରକୁ ଟକ୍କର ଦେବ ଏୟାରଟେଲ୍‌ ଭି- ଫାଇବର

ନୂଆଦିଲ୍ଲୀ: ଜାରି ରହିଛି ଏୟାରଟେଲ ଓ ଜିଓର ଲଢେ଼ଇ । ଜିଓ ଫାଇବରକୁ ଟକ୍କର ଦେବା ପାଇଁ ଏୟାରଟେଲ ଏହାର ୩ଟି ଭି-ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନରେ ବ୍ୟଭରକାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅତିରିକ୍ତ ୧୦୦୦ ଜିବି ଡାଟା ମିଳିବ ବୋଲି ଘୋଷଣା କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲର…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଘନୀଭୂତ ହେଉଥିବା ଲୋ-ପ୍ରେସର୍ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । “ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଏବଂ…

‘ଆଦିଭୂମିର ତୂର୍ଯ୍ୟନାଦ’ ଲୋକାର୍ପିତ

ଭୁବନେଶ୍ୱର: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ କୋରାପୁଟ ବିଧାୟକ ରାଧାମୋହନ ସାହୁଙ୍କ ସୁପୁତ୍ର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ରଚିତ ‘ଆଦିଭୂମିର ତୂର୍ଯ୍ୟନାଦ’ର ଲୋକାର୍ପଣ ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ଅତ୍ୟନ୍ତ…