ଭୁବନେଶ୍ୱର: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ କୋରାପୁଟ ବିଧାୟକ ରାଧାମୋହନ ସାହୁଙ୍କ ସୁପୁତ୍ର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ରଚିତ ‘ଆଦିଭୂମିର ତୂର୍ଯ୍ୟନାଦ’ର ଲୋକାର୍ପଣ ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ଉଚ୍ଚକୋଟୀର ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ୬୨୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ଭାରତର ସ୍ୱାଧୀନତା ସଂଗ୍ରାମ ଓ ବି୍ରଟିଶରାଜର ଅବସାନ ସମ୍ପର୍କରେ ଉଲ୍ଲିଖିତ ରହିଛି । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପ୍ରମୋଦ ସାମନ୍ତରାୟ, ଦୈନିକ ଖବରକାଗଗଜ ‘ଓଡ଼ିଆର ସମ୍ମାନ’ର ରାଜ୍ୟ ପ୍ରତିନିଧି ସୌଭାଗ୍ୟ ରଞ୍ଜନ ମହାନ୍ତି, ସମାଜସେବୀ ତପନ ସ୍ୱାଇଁ, ମାନସ ବସ୍ତିଆ, ଋତୁରାଜ ପଟ୍ଟନାୟକ, ଶରତ ରାଉତ, ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
BREAKING NEWS
- ମଝି ଆକାଶରେ ଅଦମ୍ୟ ସାହସ ଓ ହନୁମାନ ଚାଳିଶା ପାଠ: ଫ୍ଲାଇ-ଦୁବାଇ ହିରୋ ସ୍ମିତଙ୍କୁ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ଦେବାକୁ ଦାବି
- ଏସିଆନ୍ ଗେମ୍ସ ୨୦୨୬: ଭାରତ-ପାକିସ୍ତାନ କ୍ରିକେଟ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହେଲେ କାହାକୁ ମିଳିବ ଗୋଲ୍ଡ
- Hunger For ODIs and T20s: ରେଡ୍ ବଲ୍କୁ ବାଏ ବାଏ କଲେ ଚହଲ
- ଶିବାଜୀ ପାର୍କରେ ‘ଶାନ୍ତିପୂର୍ଣ୍ଣ ଆନ୍ଦୋଳନ’ ନାଁରେ ଆଇନର ଉଲ୍ଲଂଘନ? ୪ ଜଣଙ୍କ ବିରୋଧରେ ଶିବାଜୀ ପାର୍କ ଥାନାରେ ଫେରାଦ
- ସବୁ କ୍ଷେତ୍ରରେ ଫେଲ୍ ମାରିଛି ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ
- Habisyali Registration:ହବିଷ୍ୟାଳିଙ୍କ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ;ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା
- ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାଫିଲା ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ସସପେଣ୍ଡ
- ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ AI ସହ ତାଙ୍କ ବାର୍ତ୍ତାଳାପ…
- IITM ସହାୟତାରେ ରାଜ୍ୟରେ କମିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପ
- Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ

Comments are closed.