ସାମାଜିକ ସଂସ୍କାରର ବାର୍ତ୍ତାବହ: ଗାୟକ ଦତ୍ତକୃଷ୍ଣ ପଣ୍ଡା
ଭୁବନେଶ୍ୱର: ପାଲାକୁ ସାହିତ୍ୟ ସଙ୍ଗୀତଠାରୁ ନେଇ ସାମାଜିକ ସଂସ୍କାର ଓ ବେଦ, ବେଦାନ୍ତ, ଦର୍ଶନ ପାଖରେ ପହଞ୍ଚାଇବାରେ ଯେଉଁ କେତେଜଣ ଗାୟକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଦର୍ଶନ ତରଙ୍ଗ ଦତ୍ତକୃଷ୍ଣ ପଣ୍ଡା ।
କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଷଣ୍ଢପଲ୍ଲୀ…