Latest Odisha News

BREAKING NEWS

ଚେନ ଲୁଟେରାଙ୍କୁ କାବୁ କରିଥିବା ସାହସୀ ବାଳକକୁ ପୁରସ୍କୃତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ସତ୍ୟଜିତ ମହାନ୍ତି ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ବାଳକର ସାହାସିକତା ପାଇଁ ତାକୁ ପୁରସ୍କୃତ କରିଛନ୍ତି । ପିଲାଟିର ନାଁ ସୁବ୍ରତ ଓଝା । ସୁବ୍ରତ ଅଗଷ୍ଟ ୧୪ ତାରିଖ ଦିନ ତାଙ୍କ ମାଆଙ୍କ ସହ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ୩ ଜଣ…

ହରିୟାଲୀ ଚିକେନ ଟିକ୍କା

ଘରେ ପ୍ରସ୍ତୁତ କରନ୍ତୁ, ହରିୟାଲୀ ଚିକେନ ଟିକ୍କା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ ଚିକେନ – ୨୫୦ ଗ୍ରାମ ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ – ଅଳ୍ପ ଗରମ ମସଲା – ୨ ଚାମଚ ଆମଚୁର ପାଉଡ଼ର – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଦହି – ୧କପ…

ବାସ୍ତୁ ଅନୁଯାୟୀ ବ୍ୟବହାର କରନ୍ତୁ ଫର୍ଣ୍ଣିଚର, ପାଇବେ ଶୁଭଫଳ

ଫେଙ୍ଗସୁଇ ଅନୁଯାୟୀ ଘରେ ସୁଖ, ଶାନ୍ତି ପାଇଁ ଘରେ ସବୁବେଳେ କାଠରେ ଫଟୋଫ୍ରେମ୍ ତିଆରି କରି ଘରର ପୂର୍ବ ଦିଗରେ ଟାଙ୍ଗନ୍ତୁ। ସେହିପରି ଯଦି ଆପଣ ବେପାରରେ ଲାଭ ବଢ଼ାଇବାକୁ ଚାହୁଁଛନ୍ତି, ତେବେ କାଠ ତିଆରି ଫର୍ଣ୍ଣିଚର କିମ୍ବା କୌଣସି ସାଜସଜ୍ଜା ଜିନିଷ ଘରର ପୂର୍ବ ଭାଗରେ ରଖନ୍ତୁ। ଏହା…

ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ୍ ୧୦୦ ମିଟର ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ପାତିଆଲା: ଭାରତର ଦ୍ରୁତ ଧାବିକା ଦୂତୀ ଚାନ୍ଦ ପାତିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତୀ ଏହି ଦୌଡ଼ ପ୍ରତିଯୋଗିତାକୁ ୧୧.୪୨ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ଏବେ ଆଧାର ଜରିଆରେ ଟ୍ରେନ ଯାତ୍ରା ହୋଇଯିବ ବହୁତ ସହଜ, ଜାଣନ୍ତୁ କିପରି

ଭୁବନେଶ୍ୱର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଥର ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ହୋଇଯିବ ବହୁତ ସହଜ। ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌…

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଆଇଏଏସ୍ ଅଧିକାରୀ ଗଗନ ଧଳ: ଓଡିଶା ସରକାର

ଭୁବନେଶ୍ୱର: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଶୁକ୍ରବାର ଦିନ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ସେ ଅନେକ…

ଫୋନ ହଜିଗଲେ ମଧ୍ୟ ହ୍ଵାଟସଆପ୍‌ ଚାଟକୁ ରଖନ୍ତୁ ସୁରକ୍ଷିତ, ଜାଣନ୍ତୁ କେମିତି

ଭୁବନେଶ୍ୱର: ଆଜିକାଲି ପ୍ରାୟତଃ ସମସ୍ତେ ମେସେଜ କରିବା ପାଇଁ ହ୍ଵାଟସଆପକୁ ବ୍ୟବହାର କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ବହୁତ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହେବା ସହ ଅନ୍ୟ ସବୁ ଡାଟା ମଧ୍ୟ ଷ୍ଟୋର କରି ରଖୁଛନ୍ତି । ଯଦି କେବେ ଆପଣଙ୍କ ଫୋନ ହଜିଯାଏ ତେବେ କିପରି ଆପଣଙ୍କ ଚାଟ୍‌ ଏବଂ…

ପୁଣି ଟିମ୍ ଇଣ୍ଡିଆ କୋଚ୍ ପଦବୀରେ ରହିଲେ ରବି ଶାସ୍ତ୍ରୀ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍ ରବି ଶାସ୍ତ୍ରୀ ପୁନର୍ବାର ଭାରତୀୟ କ୍ରିକେଟ ଦଳର କୋଚ୍ ପଦବୀରେ ରହିଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚୟନ ବୈଠକରେ ଏହା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିସିସିଆଇର ଉପଦେଷ୍ଟା କମିଟି (ସିଏସି) ର ସଦସ୍ୟ କପିଳ…

ଜାଣନ୍ତିକି, ଆମେରିକାର ଜାତୀୟ ପତାକା ଡିଜାଇନ କରିଥିଲା ଏକ ସ୍କୁଲପିଲା!

ଜାତୀୟ ପତାକା ଗୋଟେ ଦେଶର ପରିଚୟ ହୋଇଥାଏ । ଏହାସହ ଯୋଡି ରହିଥାଏ ଦେଶର ଗୌରବମୟ ଇତିହାସ । ନିଜ ଦେଶର ଜାତୀୟ ପତାକା ପାଇଁ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଭରିଥାଏ ଅଜସ୍ର ସମ୍ମାନ ଓ ଶ୍ରଦ୍ଧା । ମାତ୍ର ଆପଣ ଜାଣନ୍ତି କି ଆମେରିକା ଭଳି ଏକ ବିଶାଳ ରାଷ୍ଟ୍ରର ଜାତୀୟ ପତାକା ଡ଼ିଜାଇନ…

ବଲିଉଡର ୬ଟି ଟପ୍ ଦେବରାଣୀ- ଜେଠାଣୀ ଯୋଡି

ମୁମ୍ବାଇ: ଖୋଜିବାକୁ ଗଲେ ଏମିତିତ ବଲିଉଡରେ ଆପଣଙ୍କୁ ସବୁ ସମ୍ପର୍କର ଯୋଡି ମିଳିଯିବ । ମା-ଝିଅ, ଭାଇ-ଭଉଣୀ, ଶାଶୁ- ବୋହୁ, ନଣନ୍ଦ-ଭାଉଜ, ଦେବରାଣୀ-ଜେଠାଣୀ ଭଳି ଅନେକ ରିୟଲ ଲାଇଫ ଯୋଡି ମିଳିଯିବ। ଆଜି ଜାଣନ୍ତୁ ବଲିଉଡର ଟପ ୬ ଟି ସୁନ୍ଦର ଦେବରାଣୀ-ଜେଠାଣି ଯୋଡି କିଏ... ୬.…