ବଳକା ମେଡ଼ିକାଲ ଓ ବିଡ଼ିଏସ୍ ସିଟ୍ ଲାଗି ଆସନ୍ତାକାଲିଠୁଁ ସ୍ପଟ୍ ଆଡ଼ମିସନ
ଭୁବନେଶ୍ୱର: ଓଡ଼ିଶାରେ ବଳକା ରହିଯାଇଥିବା ମେଡିକାଲ ଓ ବିଡ଼ିଏସ ସିଟ୍ ପାଇଁ ରବିବାର ଠାରୁ ସ୍ପଟ୍ ଆଡ଼ମିସନ ଆରମ୍ଭ ହେବ । ଏନେଇ ଶନିବାର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସେଲ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁଯାୟୀ ରାଜ୍ୟର ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ…