ଓଢଣା
ଓଢଣା
ସଂଘମିତ୍ରା ରଥ
ୟେ କଣ, ଶାଶୁ ଉଠିପଡ଼ି ସକାଳୁ କାମରେ ଲାଗିଗଲେଣି। ପ୍ରଥମାଷ୍ଟମୀ ବୋଲି ସକାଳୁ ଉଠିବ ବୋଲି ଆଲାର୍ମ ଦେଇ ଶୋଇଥିଲା ରିନି। କିନ୍ତୁ ତା ପୂର୍ବରୁ ଉଠି ପଡିଲେଣି ଶାଶୁ। ଏଣ୍ଡୁରୀ ପିଠା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ତରତର ହେଇ ଗାଧୁଆ ଘର ଭିତରକୁ ପଶିଗଲା ରିନି।…
BREAKING NEWS