ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ, ଦେଖନ୍ତୁ ସମ୍ଭାବ୍ୟ ତାଲିକା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ୨ୟ ଥର ଲାଗି ଗୁରୁବାର ଦିନ ଶପଥ ନେବାକୁ ଯାଉଛନ୍ତି । ଏହି ଅବସରରେ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ, ସେନେଇ ଚର୍ଚ୍ଚା ଜୋର୍ ଧରିଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କୁ ବାଦଦେଇ ମୋଦିଙ୍କ…