କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍
କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କୁ ୧୪୯୨୧୬ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅଚ୍ୟୁତ ସାମନ୍ତ ସମୁଦାୟ ୪୬୧୬୭୯ ଭୋଟ୍ ପାଇଥିବାବେଳେ ଖାରବେଳ ସ୍ୱାଇଁଙ୍କୁ ମିଳିଛି…