Latest Odisha News

BREAKING NEWS

ଭାରତର ପୁନର୍ବାର ବିଜୟ ହାସଲ: ମୋଦି

ନୂଆଦିଲ୍ଲୀ : ଭାରତ ପୁଣିଥରେ ଜିତିଲା ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍ ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି । https://twitter.com/narendramodi/status/1131488026247323648 ସାଧାରଣ…

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାରେ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । “ଓଡ଼ିଶାରେ…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀମାନେ ଭୋଟ ଗଣତିରେ ଆଗୁଆ ରହିଛନ୍ତି । ଯାଜପୁର ଜିଲ୍ଲାର ନିର୍ବାଚନ ଫଳାଫଳ ଯାଜପୁର ବିଧାନ ସଭା ୧- ବିଜେଡି ପ୍ରଣବ ପ୍ରକାଶ ଦାସପ୨୨୯୫୫ ୨- ବିଜେପି ଗୌତମ ରାୟପ୧୨୭୦୧ ୩- କଂଗ୍ରେସସନ୍ତୋଷ ନନ୍ଦପ୧୨୫୬ ଆଗୁଆ…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଚିକିଟି ଆସନରେ ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ୪୪୩୬ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଚିକିଟି ଆସନରେ ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୪୪୩୬ ଭୋଟରେ ଆଗୁଆ ରହିଛନ୍ତି । ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ୫୬୩୪ଟି…

ଫିର୍ ଏକ ବାର୍ ମୋଦୀ ସରକାର: ବିଜେପି-୩୦୦ (ଏନଡ଼ିଏ-୩୫୦), କଂଗ୍ରେସ-୫୦ (ୟୁପିଏ-୯୧) ଆସନରେ ଆଗୁଆ

ନୂଆଦିଲ୍ଲୀ: ଦେଶରେ ଆଜି ଚାଲିଥିବା ୨୦୧୯ ସାଧାରଣ ନିର୍ବାଚନ ଭୋଟ ଗଣତିରେ ଏପର୍ଯ୍ୟନ୍ତ ବିଜେପିର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ମୋଟ ୩୫୦ଟି ଆସନରେ ଆଗୁଆ ରହିଛି । ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଗି ୨୭୨ଟି ଆସନ ଆବଶ୍ୟକ ରହିଥିବା ବେଳେ ଏକାକୀ ବିଜେପି ୩୦୦ଟି ଆସନରେ…

ଜାଣନ୍ତୁ, କେଉଁ ପ୍ରମୁଖ ବିଜେଡ଼ି ନେତାମାନେ ଲୋକସଭା ଓ ବିଧାନସଭା ଆସନରେ ଆଗୁଆ

ଭୁବନେଶ୍ୱର : ଓଡିଶାରେ ଭୋଟ୍ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଛି । ଏହି ଅବସରରେ ବିଜେଡିର କିଛି ପ୍ରମୁଖ ନେତାମାନେ ନିଜନିଜ ଆସନରେ ଅନ୍ୟ ଦଳଙ୍କ ତୁଳନାରେ ଆଗୁଆ ରହିଛନ୍ତି । ଜାଣନ୍ତୁ, କେଉଁ ଆସନରୁ କିଏ ଆଗୁଆ...…

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ପାଟଣା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ୨,୦୭୧ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ପାଟଣା ଆସନରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଜଗନ୍ନାଥ ନାଏକ ତାଙ୍କର ନିକଟତମ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୨,୦୭୧ ଭୋଟରେ ଆଗୁଆ ରହିଛନ୍ତି ।

୫ମ ଥର ଲାଗି ନବୀନ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆଠଗଡ଼ରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୧,୨୬୯ ଭୋଟରେ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଆଠଗଡ଼ ଆସନରେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କର ନିକଟତମ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧୧,୨୬୯ ଭୋଟରେ ଆଗୁଆ ରହିଛନ୍ତି । ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର…

୫ମ ଥର ଲାଗି ନବୀନ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଚମ୍ପୁଆ ଆସନରେ ବିଜେଡ଼ି ୫୨୨୮ ଭୋଟରେ ଆଗୁଆ

ଭୁବନେଶ୍ୱର: ଚମ୍ପୁଆ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ଏପର୍ଯ୍ୟନ୍ତ ଭୋଟ ଗଣତିରେ ୫୨୨୮ ଭୋଟରେ ଆଗୁଆ ରହିଛନ୍ତି ।

ଲୋକସଭା ନିର୍ବାଚନ ୨୦୧୯: କିଏ କେଉଁ ଆସନରେ ଆଗୁଆ, ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ କିଏ କେଉଁ ଲୋକସଭା ଆସନରେ ଆଗୁଆ ରହିଛନ୍ତି ।