Latest Odisha News

BREAKING NEWS

ଜାଣନ୍ତୁ, କେଉଁ ପ୍ରମୁଖ ବିଜେଡ଼ି ନେତାମାନେ ଲୋକସଭା ଓ ବିଧାନସଭା ଆସନରେ ଆଗୁଆ

ଭୁବନେଶ୍ୱର : ଓଡିଶାରେ ଭୋଟ୍ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଛି ।

ଏହି ଅବସରରେ ବିଜେଡିର କିଛି ପ୍ରମୁଖ ନେତାମାନେ ନିଜନିଜ ଆସନରେ ଅନ୍ୟ ଦଳଙ୍କ ତୁଳନାରେ ଆଗୁଆ ରହିଛନ୍ତି ।

ଜାଣନ୍ତୁ, କେଉଁ ଆସନରୁ କିଏ ଆଗୁଆ…

  1. ହିଞ୍ଜିଳି/ବିଜେପୁର : ନବୀନ ପଟ୍ଟନାୟକ
  2. ଖୋର୍ଦ୍ଧା : ଜିତୁ ମିତ୍ର (ବିଜେଡ଼ି)
  3. ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)
  4. ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
  5. ଆଳି : ପ୍ରତାପ କେଶରୀ ଦେବ
  6. ଅଟାବିରା : ସ୍ନେହାଙ୍ଗିନୀ ଛୁରିଆ
  7. ବାଲେଶ୍ୱର : ଜୀବନ ପ୍ରଦୀପ ଦାସ
  8. ଆଠଗଡ : ରନେନ୍ଦ୍ର ପ୍ରତାପ ସ୍ୱାଇଁ
  9. ବାଙ୍କି : ଦେବୀ ରଞ୍ଜନ ତ୍ରୀପାଠି
  10. ବଡମ୍ବା : ଦେବୀ ପ୍ରସାଦ ମିଶ୍ର
  11. ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର
  12. ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
  13. ଭୁବନେଶ୍ୱର (ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
  14. ଭୁବନେଶ୍ୱର (ଉତ୍ତର) : ସୁଶାନ୍ତ ରାଉତ (ବିଜେଡ଼ି)
  15. କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍ (ବିଜେଡ଼ି)
  16. ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
  17. ରାୟଗଡ : ଲାଲ ବିହାରୀ ହିମରିକା
  18. ବ୍ରହ୍ମପୁର : ବିକ୍ରମ କୁମାର ପଣ୍ଡା
  19. ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ
  20. ଜୟଦେବ : ଅରବିନ୍ଦ ଢାଲି
  21. ଜୟପୁର : ରବି ନନ୍ଦ
  22. ରାଜଗାଙ୍ଗପୁର : ମଙ୍ଗଳା କିଶାନ
  23. ରେଢାଖୋଲ : ରୋହିତ ପୂଜାରି
  24. ରାଉରକେଲା : ସାରଦା ନାୟକ
  25. ଯାଜପୁର : ପ୍ରଣବ ପ୍ରକାଶ ଦାସ
  26. ସୁକିନ୍ଦା : ପ୍ରିତୀରଞ୍ଜନ ଘଡାଇ
  27. ନିମାପଡା :ସମୀର ଦାସ
  28. ପୁରୀ : ମହେଶ୍ୱର ମହାନ୍ତି
  29. କଟକ ସଦର : ଚନ୍ଦ୍ରସାରଥୀ ବେହେରା

ଲୋକସଭା ଆସନ-

  1. ଚନ୍ଦ୍ରଶେଖର ସାହୁ : (ବ୍ରହ୍ମପୁର)
  2. ଅଚ୍ୟୁତ ସାମନ୍ତ : (କନ୍ଧମାଳ)
  3. ରମେଶ ମାଝି : (ନବରଙ୍ଗପୁର)
  4. କୌଶଲ୍ୟା ହିକକା : (କୋରାପୁଟ)
  5. ପ୍ରମିଳା ବିଶୋଇ : (ଆସ୍କା)
  6. ଅନୁଭବ ମହାନ୍ତି : (କେନ୍ଦ୍ରାପଡା)
  7. ସସ୍ମିତା ସେଠୀ : (ଯାଜପୁର)
  8. ପିନାକୀ ମିଶ୍ର : (ପୁରୀ)
  9. ନଳିନୀକାନ୍ତ ପ୍ରଧାନ : (ସମ୍ବଲପୁର)
  10. ରାଜଶ୍ରୀ ମଲ୍ଲିକ : (ଜଗତସିଂହପୁର)
  11. ଭର୍ତ୍ତୃହରୀ ମହତାବ : (କଟକ)
  12. ମହେଶ ସାହୁ : (ଢେଙ୍କାନାଳ)
  13. ଚନ୍ଦ୍ରାଣୀ ମୁର୍ମୁ : (କେନ୍ଦୁଝର)
Leave A Reply

Your email address will not be published.