Latest Odisha News

BREAKING NEWS

ଜାଣନ୍ତୁ, କେଉଁ ଦାଢିର ଲୁକ୍ସରେ ଆପଣ ଆକର୍ଷକ ଦିଶିବେ…

ଭୁବନେଶ୍ୱର: ଆଜିକାଲି ପ୍ରତିଦିନ ଫ୍ୟାଶନରେ ପୋଷାକ ଠାରୁ ଆରମ୍ଭ କରି ଜୋତା ଓ ରିଷ୍ଟ ୱାଚ ଷ୍ଟାଇଲ ବଦଳିବାରେ ଲାଗିଛି । ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ଶେପ୍ ଦେଇ…

ଚିଟଫଣ୍ଡ ପ୍ରସଙ୍ଗ: ବାଲେଶ୍ୱର ଓ ମୟୁରଭଞ୍ଜ ସାଂସଦଙ୍କୁ ଏଥର ଟିକଟ ନ’ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଏଥର ବିଜେଡ଼ି ଲୋକସଭା ନିର୍ବାଚନ ଲାଗି ଦଳୀୟ ଟିକଟ ନ’ଦେଇପାରେ, ଚିଟଫଣ୍ଡ ହେରଫରରେ ଛନ୍ଦି ହୋଇଥିବା ବେଳେ ଏହି ମାମଲାର ଫଇସାଲା ଏଯାଏଁ ହୋଇନାହିଁ । ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ହାଁସଦା…

ରିଲିଜ୍ ହେଲା ‘ଦ ତାସକେଣ୍ଟ୍ ଫାଇଲ୍ସ’ ଟ୍ରେଲର୍, ଏବେବି ରହସ୍ୟ ଘେରରେ ଶାସ୍ତ୍ରୀଙ୍କ ମୃତ୍ୟୁ…

ମୁମ୍ବାଇ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । https://youtu.be/OgWylHdfIdo ତାସକେଣ୍ଟ ଫାଇଲ ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଲାଲ ବାହାଦୁର…

ସମ୍ବିତ ପାତ୍ରଙ୍କ ଇଚ୍ଛା: ପୁରୀରେ ଶଙ୍ଖ ଫୁଟୁ !

ଭୁବନେଶ୍ୱର : ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଇଚ୍ଛା ‘ପୁରୀରେ ଶଙ୍ଖ ଫୁଟୁ’ । ଏକଥା ଆମେ କହୁନୁ, ଏଭଳି କିଛି ବ୍ୟକ୍ତବ୍ୟ ଖୋଦ୍ ସମ୍ବିତଙ୍କ ମୁହଁରୁ ବାହାରିଛି । ଗଣମାଧ୍ୟମ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ସମ୍ବିତ । ପୂର୍ବରୁ ପୁରୀ ଲୋକସଭା ଆସନରୁ…

ବିଜେପି ଛାଡ଼ିଲେ ବରିଷ୍ଠ ନେତା ସୁବାସ ଚୌହାନ

ବରଗଡ଼: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଶାଖାର ଉପ ସଭାପତି ସୁବାସ ଚୌହାନ ଦଳରୁ ମଙ୍ଗଳବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ସୁବାସ ଚୌହାନ ତାଙ୍କର ଇସ୍ତଫା ପତ୍ର ପାର୍ଟି ସଭାପତି ବସନ୍ତ…

ଦେବଗଡରେ ମାଓବାଦୀ କ୍ୟାମ୍ପ ଠାବ

ଦେବଗଡ : ଦେବଗଡରେ କନସର ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ମଙ୍ଗଳବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସିଆରପିଏଫର ୧୨ ବାଟାଲିଅନ୍ କମ୍ବିଂ ଅପରେସନ୍…

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ…

ଘଷିପୁରାରେ ପୂର୍ବତନ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘାଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା କରାଯାଇଛି। ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ କିଛି…

ଛତିଶଗଡରେ ଏନକାଉଣ୍ଟର, ୪ ନକ୍ସଲ ନିହତ

ଋାୟପୁର : ଛତିଶଗଡର ସୁକମା ଜିଲ୍ଲାର ବିମାପୁରମରେ ସିଆରପିଏଫ୍ ଯବାନଙ୍କ ସହ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି । https://twitter.com/ANI/status/1110370175243730944 ପ୍ରାପ୍ତ ସୂଚନା ଅନୁଯାୟୀ କିଛି…

ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ଦିନ ଆଜି

ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ଆଜି ଶେଷ ହେଉଛି। ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଆଦିର ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ୨ୟ…