Latest Odisha News

BREAKING NEWS

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ…

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କମଲ୍ ହାସନ୍

ଚେନ୍ନାଇ: ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକ୍କାଲ ନୀଧି ମୟିୟମ (ଏମଏନଏମ)ର ପ୍ରତିଷ୍ଠାତା ତଥା ଅଭିନେତା କମଲ୍ ହାସନଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଉପଦେଶ ତଥା ପରାମର୍ଶ…

କାର୍ଯ୍ୟରୁ ନିଲମ୍ବିତ ହେଲେ ୬ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅଗ୍ନିଶମ ବିଭାଗର କିଛି କର୍ମଚାରୀଙ୍କ ପାଇଁ ୫ଟି ପରିବାର ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ରାଜ୍ୟ ସରକାର ଆନ୍ଦୋଳନରତ ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । କଟକସ୍ଥିତ…

“ଆଦିବାସୀଙ୍କୁ ଶୋଷଣ ଲାଗି ଗୁରୁପ୍ରୀୟା ସେତୁ ନିର୍ମିତ”- ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନବାଇ ନଦୀ ଉପରେ ନିର୍ମିତ ଗୁରୁପ୍ରିୟା ସେତୁକୁ ନେଇ ମାଓବାଦୀ ମାନେ ପୁଣି ଥରେ ବିରୋଧ କରିଛନ୍ତି । ଗଣମାଧ୍ୟମକୁ ଏକ ପତ୍ର ଦ୍ୱାରା ମାଓବାଦୀମାନେ ଜଣାଇଛନ୍ତି “ ମାଲକାନଗିରି କୋରାପୁଟ ବିଶାଖା…

ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା: ୭ମାସ ଶିଶୁର ଶ୍ୱାସନଳୀରୁ ବାଦାମ କାଢି ଜୀବନ ବଞ୍ଚାଇଲେ ଡ଼ାକ୍ତର

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ଏକ ୭ ମାସର ଶିଶୁର ଶ୍ୱାସନଳୀରେ ଚିକିତ୍ସା କରି ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଡ଼ାକ୍ତର । ଶ୍ୱାସନଳୀରେ ସଫଳ ଚିକିତ୍ସା କରି ସଫଳ ହୋଇଥିବାରୁ ଏହି ୭ ମାସର ଶିଶୁଟିର ଜୀବନ ବଞ୍ଚି ଯାଇପାରିଛି । ଉନ୍ନତମାନ ଚିକିତ୍ସାପ୍ରଣାଳୀ ପ୍ରୟୋଗ କରି ଗୋଟିଏ ୭ ମାସର…

ଦଳିଦେଲା ଦନ୍ତାହାତୀ, ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଂଜ ଅଞ୍ଚଳରେ ଏକ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଜଣେ ବୃଦ୍ଧା ମହିଳା ପାଖ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ସମୟରେ ଦୁର୍ଭାଗ୍ୟବଶତଃ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଏଥିସହିତ ହାତୀଟି ତାଙ୍କୁ ଆକ୍ରମଣ…

ମହାନଦୀ ବିବାଦ ପ୍ରସଙ୍ଗ: ଅକ୍ଟୋବର ୧୩କୁ ଘୁଞ୍ଚିଲା ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ଶୁଣାଣି ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ଶୁଣାଣି ହେବାକୁ ସ୍ଥିର ହୋଇଛି । ଏନେଇ ସେପ୍ଟେମ୍ବର ମାସ ୨୯ ତାରିଖର ଟ୍ରିବ୍ୟୁନାଲରେ ଏହି ବିବାଦର ଶୁଣାଣି ହେବାକୁ ସ୍ଥିର ପୂର୍ବରୁ ସ୍ଥିରୀକୃତ ହୋଇଥିଲା ମାତ୍ର ବୁଧବାର…

ଯାଜପୁରରେ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର : ଯାଜପୁର ଧର୍ମଶାଳା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଗୌରାଙ୍ଗ ବଳ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଆଣିଥିଲେ । ଅନ୍ୟପକ୍ଷରେ ପରିବାର ଲୋକଙ୍କ…

ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଆନ୍ଦୋଳନରତ ଗ୍ରାମବାସୀ

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ନିକଟସ୍ଥ କିଛି ଗାଁର ଗ୍ରାମବାସୀ ମାନେ । ସୂଚନା ଅନୁଯାୟୀ ସ୍ଥାନୀୟ ନିହାରୁଣି ନଦୀରୁ ଅଳିଆ ଆବର୍ଜନା ସଫେଇ ନେଇ ଆଜି ସକାଳୁ ପ୍ରାୟ ୫ଶହରୁ ଅଧିକ ସଂଖ୍ୟାରେ ଗ୍ରାମବାସୀମାନେ ପାରାଦୀପ ତୈଳ ବିଶୋଧନାଗାର…

ପୂର୍ବତନ ବିଜେପି କର୍ପୋରେଟରଙ୍କ ୫ଟି ଗାଡି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ପୂର୍ବତନ କର୍ପୋରେଟରଙ୍କ ଘରେ ଦୁର୍ବୃତ୍ତ ମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପୂର୍ବତନ ବିଜେପି କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ୫ଟି ଗାଡିରେ ନିଆଁ ଲଗାଇ…