ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ
ଭୁବନେଶ୍ୱର :ରାଜଧାନୀରେ ସିରିଜ ଦୁର୍ଘଟଣା । ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ଏହି ଅଘଟଣ ଘଟିଛି । ୨ଟି କାର୍ କୁ ପଛରୁ ଧକ୍କା ଦେଲା ଘରୋଇ ବସ୍ । ଫଳରେ ଏଥିରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସତସଙ୍ଗବିହାର ପାଖ…