ଆଜି ଅବପାତ, କାଲି ବାତ୍ୟା, ଓଡିଶାକୁ ନାହିଁ ଭୟ
ଭୁବନେଶ୍ଵର: ବଳ ଗୋଟାଉଛି ବାତ୍ୟା । ଆଜି ଅବପାତ, କାଲି ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ବାତ୍ୟା 'ରେମାଲ୍'। ବୁଧବାର ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ଏହା ଅବପାତ ରୂପ ନେବ । ୨୫…