ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
ନୂଆଦିଲ୍ଲୀ: ରହସ୍ୟ ଘେରରେ ଭରି ରହିଛି ଆମ ଦୁନିଆ । ଏଠି ଏମିତି ବହୁତ ଗୁଡିଏ ସ୍ଥାନ ଅଛି ଯେଉଁଠିକି ମଣିଷକୁ ବାରମ୍ବାର ଯିବାକୁ ମନ ହୁଏ ଏବଂ ଏମିତି ବି ସ୍ଥାନ ଅଛି ଯେଉଁଠିକି ଯିବାକୁ ଇଚ୍ଛା ହୁଏନି । କେତେକ ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ଦୁନିଆରେ ଏକରୁ ଅଧିକ…