Latest Odisha News

BREAKING NEWS

ପ୍ରିୟଙ୍କା-ଅକ୍ସଦୀପଙ୍କୁ ପ୍ୟାରିସ ଅଲିମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ୨୧  ରବିବାର ଦିନ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ରେସ୍ ୱାକିଂ ଟିମ୍ ଚାମ୍ପିଅନସିପରେ ଭାରତର ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ସଦୀପ ସିଂହ ୧୮ ତମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ…

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି ।…

ରଖେ ହରି ତ ମାରେ କିଏ, ଯୁଦ୍ଧରେ ମୃତ ମହିଳାଙ୍କ ଠାରୁ ଜନ୍ମ ହେଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହେଲା ଏକ ଜୀବନ୍ତ ଶିଶୁ । ତେବେ ଯୁଦ୍ଧରେ ପୁରା ପରିବାର ମୃତ୍ୟୁ ବରଣ କରିଥିବା ବେଳେ ମୃତ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଏହି କୋମଳମତି ଶିଶୁ । ଡାକ୍ତରଙ୍କ କହିବା ଅନୁସାରେ,…

ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା, କଟିଲା ୫ବିଧାୟକଙ୍କ ଟିକେଟ୍

ଭୁବନେଶ୍ଵର; ଆସିଛି ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା । ୬ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁଷାରକାନ୍ତି ବେହେରାଙ୍କୁ ଛାଡି ବାକି ୫ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । କେଉଁଠି ବିଧାୟକଙ୍କ ଟିକେଟ୍ କଟିଛି ତ କେଉଁଠି ପତ୍ନୀଙ୍କୁ…

ଓଡିଶା ଆସିବେ ରାହୁଲ ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କରିବେ ନିର୍ବାଚନୀ ପ୍ରଚାର । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଗସ୍ତ…

କଂଗ୍ରେସର ଘୋଷଣା ପତ୍ରକୁ ନେଇ ମୋଦୀଙ୍କ ସହ ସାକ୍ଷାତ କରିବେ ଖଡ଼ଗେ, ମୋଦୀଙ୍କୁ ମାଗିଲେ ସମୟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଦଳର ଘୋଷଣା ପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ପାଇଁ କିଛି ସମୟ ମାଗିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ସୋମବାର ଏହି ସୂଚନା ଦେଇଛନ୍ତି। ଭେଣୁଗୋପାଲ କହିଛନ୍ତି ଯେ ଦଳର…

ଗ୍ରୀଷ୍ମ ପ୍ରବାହ ଆଶଙ୍କା ମଧ୍ୟରେ ଆଇଏମଡି ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରାର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମେତ ଅଂଶୀଦାରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ…

କେଜ୍ରିଓ୍ଵାଲଙ୍କୁ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଆବେଦନ ଖାରଜ, ଆବେଦନକରୀଙ୍କୁ ୭୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ…

ହଂକଂରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ, କ୍ୟାନସର କାରକ ଥିବା ଦାବି

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା କମ୍ପାନୀ ଏମଡିଏଚ ଏବଂ ଏଭରେଷ୍ଟ ରହିଛି କ୍ୟାନସର ଭଳି ଘାତକ ରୋଗର କାରକ। ହଂକଂସ୍ଥିତ ସେଣ୍ଟର ଫର୍ ଫୁଡ୍ ସେଫ୍ଟି (ସିଏଫ୍ଏସ୍) ଏହି ଭାରତୀୟ ବ୍ରାଣ୍ଡ ମସଲା ଏବଂ ଏଭରେଷ୍ଟର ୪ଟି ମସଲା ଉତ୍ପାଦ ଉପରେ ପ୍ରତିବନ୍ଧକ ଜାରି କରିଛି। ନିଷିଦ୍ଧ ଦ୍ରବ୍ୟ…

ତୁରନ୍ତ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି, ଆମରଣ ଅନଶନ ଚେତାବନୀ ଦେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲାଯାଉ । ଭକ୍ତଙ୍କ ଧାର୍ମିକ ଅଧିକାର କୁ ପ୍ରଶାସନ ବଞ୍ଚିତ ନ କରୁ । ତୁରନ୍ତ ଜଗନ୍ନାଥ ପ୍ରେମୀ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ନହେଲେ ସେ ଖୁବ ଶୀଘ୍ର…