ପୁରୀ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲେ ୧୪୫ ନିଖୋଜ ଶିଶୁ
ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ପିଲାମାନେ ଗତ ଦେଢ ମାସ ହେବ ନିଖୋଜ ଥିଲା । ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ…