Latest Odisha News

BREAKING NEWS

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା…

ସିରିଆରେ କାର୍‌ ବୋମା ବିସ୍ଫୋରଣ: ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌: ଉତ୍ତର ସିରିଆର ଆଲେପ୍ପୋ ପ୍ରଦେଶର ଆଜାଜର ଏକ ବଜାରରେ ଆଜି ସକାଳେ ଏକ ଭଙ୍କର ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

ଉତ୍କଟ ହେଲାଣି ଜଳ ସମସ୍ୟା: ଗରା, ବାଲଟି ଧରି ରାସ୍ତାରେ ମହିଳା

ନବରଙ୍ଗପୁର: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ । ପ୍ରଚଣ୍ଡ ରୌଦ୍ର ତାପ ସହ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ହରିଜନ ସାହିର ଲୋକେ । ଫଳରେ…

କଳାହାଣ୍ଡିରେ କୁରୁକ୍ଷେତ୍ର: ମାଳବିକା ବନାମ ଲମ୍ବୋଦର

କଳାହାଣ୍ଡି: କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । କାମ କରିବ କି ବିଜେପି ରଣନୀତି? ନା ଲମ୍ବୋଦର ନିଆଲ ଉଡାଇବେ ବିଜୟ ବାନା? ଏଯାଏଁ ପତ୍ତା…

‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ, ସେ ପରିବାରର ଅର୍ଥ ବୁଝେ ନାହିଁ’

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ମାର୍ଚ୍ଚ ୩୧ ରେ ଦିଲ୍ଲୀର ରାମ ଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସମଗ୍ର ବିରୋଧୀ ଏକାଠି ହେବେ । ଏହାପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ଜବାବରେ ମହାରାଷ୍ଟ୍ରର…

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ…

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ…

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ…

ଆଡଭାନୀଙ୍କ ବାସଭବନକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀଙ୍କୁ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ତାଙ୍କୁ ଏହି…

ଅଜା ହେବାକୁ ଯାଉଛନ୍ତି କି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଡ୍ୟାନ୍ସ ଦିୱାନେ ୪ ଶୋରେ ଏହି କଥା ପରୋକ୍ଷରେ ସୂଚନା ଦେଇଛନ୍ତି । ଭାରତୀ ସିଂ ଯେତେବେଳେ ତାଙ୍କୁ କହିଲେ ଆପଣ ଅଜା ହେବାକୁ ହେଲେ ଲୁକରେ ବହୁତ କିଛି ପରିବର୍ତନ କରିବାକୁ ପଡିବ । କାରଣ ଆପଣ କୌଣସି…