ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା, ମାନେକା ଗାନ୍ଧୀଙ୍କୁ ସୁଲତାନପୁରର ପ୍ରାର୍ଥୀ କଲା ବିଜେପି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ବରୁଣ ଗାନ୍ଧିଙ୍କୁ ପିଲିଭିଟ ଲୋକସଭା ଆସନରୁ ବାଦ୍ ଦେଇଥିବା ବେଳେ ତାଙ୍କ ମା' ମେନକା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ଟିକେଟ୍ ଦେଇଛି।
୨୦୨୧ରେ ବିଜେପିରେ ଯୋଗ…