Latest Odisha News

BREAKING NEWS

ବିଜେଡ଼ି ଅମଳରେ ରାଜ୍ୟରେ ଭୁଶୁଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କରୋନା ମହାମାରୀ ବିରୁଦ୍ଧ ଲଢେଇରେ ‘ସ୍ୱାସ୍ଥ୍ୟ ପରିଚାଳନାର’ ଭାରତବର୍ଷର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରମାଣିତ କରିଛନ୍ତି । ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ବିକଶିତ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକ ମୋଦିଜୀଙ୍କୁ…

ସମ୍ବଲପୁରରେ ଡାଇରିଆ ଅଣାୟତ, ସିଡ଼ିଏମଓଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ। ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାକୁଦ ଅଞ୍ଚଳରେ ଡାଇରିଆ ଲାଗି ରହିଥିବା କାରଣରୁ…

ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହରେ ସୈନିକମାନଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି। ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଲେ ମନ୍ତ୍ରୀ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ…

ଖେଳାଳିଙ୍କ ରଣଜୀ ଟ୍ରଫି ଫି ବଢ଼ାଇଲା ଏମସିଏ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ରଣଜୀ ଟ୍ରଫି ଖେଳାଳିଙ୍କ ମ୍ୟାଚ ଫିରେ ବୃଦ୍ଧି କରିଛି । ୨୦୨୪ ସିଜନରୁ ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ଖେଳାଳିଙ୍କୁ ଏଥର ୪.୮୦ ଲକ୍ଷ ଟଙ୍କା ମିଳିବ । ଏମସିଏର ଏହି ନିଷ୍ପତି ପରେ ବିସିସିଆଇ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ସମାନ ନିଷ୍ପତି ନେବେ ବୋଲି ଆଶା…

ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…

୬୮ଟି ପର୍ଯ୍ୟାୟରେ ହୋଇଥିଲା ପ୍ରଥମ ନିର୍ବାଚନ, ଭୋଟର ପିଛା ୬୦ ପଇସା ଖର୍ଚ୍ଚ ହୋଇଥିଲା

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ୨୫ ଅକ୍ଟୋବରର ତାରିଖଟି ବେଶ ମହତ୍ତ୍ୱ ରଖେ। ଏହି ଦିନ ୧୯୫୧ ମସିହାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେତେବେଳେ ହିମାଚଳ ପ୍ରଦେଶର ଚିନିରେ ପ୍ରଥମ ଭୋଟ୍ ଦିଆଯାଇଥିଲା। ୨୫ ଅକ୍ଟୋବର ୧୯୫୧ ରୁ ୨୧ ଫେବୃଆରୀ ୧୯୫୨ ପର୍ଯ୍ୟନ୍ତ ପ୍ରାୟ ଚାରିମାସ ଧରି…

୧୦ ଆଇପିଏଲ ଟ୍ରଫି ଜିତିଥିବା ଦୁଇ ଅଧିନାୟକଙ୍କ ଯୁଗ ଶେଷ: ଜଣଙ୍କୁ ହଟାଗଲା, ଅନ୍ୟ ଜଣେ ହଟିଗଲେ

ମୁମ୍ବାଇ: ଆଇପିଏଲର ୨୦୨୪ ସଂସ୍କରଣ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ତେବେ ଏଥର ଆଇପିଏଲ ଇତିହାସର ଦୁଇ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଏଥର କିନ୍ତୁ ନେତୃତ୍ୱ ଦାୟିତ୍ୱରୁ ଓହରି ଯାଇଛନ୍ତି । ସମୁଦାୟ ୧୬ ସିଜନରୁ ଉଭୟ ଅଧିନାୟକ ୫ ଥର ଲେଖାଏଁ ଦଳକୁ ଚାମ୍ପିୟନ…

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆସନ୍ତା ୩୧ରେ ଇଣ୍ଡିଆ ମେଣ୍ଟର ମହାସମାବେଶ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କେଜ୍ରିୱାଲ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି। କେଜ୍ରିୱାଲଙ୍କ ଗିରଫ କେବଳ ଆମ୍ ଆଦମୀ ପାର୍ଟି ପାଇଁ ନୁହେଁ ବରଂ ଇଣ୍ଡିଆ…

ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ, ଶୀଘ୍ର ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ମାସ ଅର୍ଥାତ ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏଥିସହ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏପ୍ରିଲ୍ ମାସ ଆରମ୍ଭ ସହିତ, ଏପରି ନିୟମ ଅଛି ଯାହା ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଜାତୀୟ ପେନସନ ସିଷ୍ଟମରେ ଲଗ୍…

ରାଷ୍ଟ୍ରପତିଙ୍କ ଝିଅ ମୟୁରଭଞ୍ଜରୁ ବିଜେପି ପ୍ରାର୍ଥୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶା ଲୋକସଭା ପ୍ରାର୍ଥୀ ଫାଇନାଲ କରୁଛି ବିଜେପି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଚାରବିମର୍ଶ ହୋଇଛି । ଏଥର ମୟୂରଭଞ୍ଜରେ ପ୍ରାର୍ଥୀ ବଦଳେଇପାରେ ବିଜେପି । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର୍ ତୁଡୁଙ୍କ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିପାରେ ।…