ମେ’ ୨୬ରେ ହେବନି ୟୁପିଏସସି ପ୍ରିଲିମନାରୀ ପରୀକ୍ଷା
ନୂଆଦିଲ୍ଲୀ: ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବାକୁ ଥିବା ପ୍ରିଲିମନାରୀ ଟେଷ୍ଟ କୁ ଜୁନ୍ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିଶନ ସୂଚନା ଦେଇଛି ।
ସୂଚନା ମୁତାବକ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପିଏସସି ସିଭିଲ୍…