Latest Odisha News

BREAKING NEWS

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ…

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ

ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର…

ନିର୍ବାଚନ ପୂର୍ବରୁ ୬ ବଡ଼ ଅଧିକାରୀଙ୍କୁ ହଟାଇଲେ ନିର୍ବାଚନ ଅଧିକାରୀ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା କରୁଥିବାବେଳେ ନଅ ରାଜ୍ୟରେ ନିର୍ବାଚନ ଆୟୋଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୬ଟି ରାଜ୍ୟରେ ଗୃହ ସଚିବ, ଦୁଇଟି ରାଜ୍ୟରେ ପ୍ରଶାସନିକ ସଚିବ, ପଶ୍ଚିମବଙ୍ଗର ଡିଜିପି ଏବଂ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କମିଶନର ଏବଂ ଅନ୍ୟ…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିଏପିଏଫ୍ ଓ ଏସ୍ଏପିଏଫ୍ ମୁତୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ…

ରଣଦୀପ ହୁଡ୍ଡାଙ୍କ କଙ୍କାଳ ରୂପୀ ଚେହେରା ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା…

ନିର୍ବାଚନ ପୂର୍ବରୁ କରଦାତାଙ୍କ ପାଇଁ ଜାରି ହେଲା ଗାଇଡ଼ଲାଇନ, ୩୧ ତାରିଖ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ:ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ କେବଳ ୧୨ ଦିନ ବାକି ଅଛି। ଚଳିତ ଆର୍ଥିକ ବର୍ଷ ୩୧ ମାର୍ଚ୍ଚରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଆୟକର ବିଭାଗ ଜିଏସଟି କମ୍ପୋଜିସନ ଯୋଜନାରେ ଯୋଗଦେବା ପାଇଁ ଟିକସଦାତାମାନଙ୍କୁ ଏକ ବିଶେଷ ସୁଯୋଗ ଦେଇଛି। ବର୍ତ୍ତମାନ ଚାଲୁ ରହିଥିବା ଜିଏସଟି…

ଦିଲ୍ଲୀ ମଦ ଦୁର୍ନିତୀ ମାମଲା: କେ. କବିତାଙ୍କ ଗିରଫ ପରେ ଗୁମର ଖୋଲିଲା ଇଡ଼ି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନିତୀ ମାମଲାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ନେତା କେ କବିତାଙ୍କୁ ଗିରଫ କରିଛି ଇଡ଼ି। ଏହା ସହିତ ତାଙ୍କ ନାଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଯୋଡ଼ି ହୋଇଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଯାଞ୍ଚ ସମୟରେ ଏହି କଥା…

ଆଡ ହକ କମିଟି ଭାଙ୍ଗିଲା, ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ ସୋମବାର କୁସ୍ତିର ତଦାରଖ ପାଇଁ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି । ଏଥିସହ ଭାରତୀୟ କୁସ୍ତି ମହାସଂଘ ଉପରୁ ମଧ୍ୟ ବାସନ୍ଦ ଉଠିଛି । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଦ୍ୱାରା ଲଗା ଯାଇଥିବା ବ୍ୟାନକୁ ହଟାଇବା ଏବଂ ଆଇଓଏ ଦ୍ୱାରା ଏକ ଅସ୍ଥାୟୀ କମିଟି…

୪ ମାସର ଶିଶୁ କୋଟିପତି, ଜେଜେ ଉପହାର ଦେଲେ ୨୪୦ କୋଟି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକାଗ୍ରହ ବୋଧହୁଏ ଭାରତର ସର୍ବକନିଷ୍ଠ କୋଟିପତି। କାରଣ ଏତେ କମ ବୟସରୁ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରଶ୍ନରେ ଚୁପ ରହିଲେ ହାର୍ଦ୍ଦିକ, ବାଉଚର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ବିଜେତା ହୋଇଥିଲା । ଅଥଚ ଏଥର ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର…