Latest Odisha News

BREAKING NEWS

ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ୫ ଆହତ

ଅହମ୍ମଦାବାଦ: ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ । ଗତକାଲି ରାତିରେ ଗୁଜୁରାଟ ବିଶ୍ଵବିଦ୍ୟାଳୟର ଛାତ୍ରାବାସରେ କିଛି ବିଦେଶୀ ଛାତ୍ର ନମାଜ ପଢୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫ଜଣ ଛାତ୍ର ଆହତ ହୋଇଛନ୍ତି । ଉକ୍ତ ଛାତ୍ର ଗୁଡିକ…

ରଚନା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ଅମୂଲ୍ୟ ରଞ୍ଜନ ବିନ୍ଧାଣୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅମୂଲ୍ୟ ରଞ୍ଜନ ବିନ୍ଧାଣି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ…

ତାତିରୁ ମିଳିବ ତ୍ରାହି: ୩ ଦିନ ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: କାଳବୈଶାଖୀ ବର୍ଷା ଯୋଗୁଁ ଆଶିଂକ ଭାବେ ତାତିରୁ ମିଳିଛି ମୁକ୍ତି । ତେବେ ଆଜି ରାଜ୍ୟର ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର…

ବିଶ୍ୱକପ ଫାଇନାଲରେ ଧୀମା ପିଚ କରିବା ଭାରତ ପାଇଁ ସାବ୍ୟସ୍ତ ହୋଇଥିଲା ମହଙ୍ଗା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ସମ୍ପର୍କରେ ମତ ରଖିଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ଉଦ୍ଦେଶ୍ୟମୂଳକ ଭାବେ ଧୀମା ପିଚ ପ୍ରସ୍ତୁତ କରିବା ବୁମେରାଂ ସାବ୍ୟସ୍ତ ହୋଇଥିଲା । ନିଜ ଜାଲରେ ଟିମ…

ଭାଇରାଲ ଭିଡିଓ: ସିଙ୍ଗଡାରେ ନାହିଁ ଆଳୁ, ଭାଇରାଲ ହେଇଛି ଭେଣ୍ଡି ସିଙ୍ଗଡା

ନୂଆଦିଲ୍ଲୀ: ଆଜିକାଲିର ଟ୍ରେଣ୍ଡିଙ୍ଗ ଅନୁସାରେ ଲୋକମାନଙ୍କର ରୁଚି ମଧ୍ୟ ବଦଳିବାରେ ଲାଗିଛି । ବଡବଡ ରେଷ୍ଟୁରାଣ୍ଟ ଛାଡି ଲୋକେ ଆଜିକାଲି ରାସ୍ତା କଡରେ ଥିବା ଛୋଟ ଛୋଟ ଠେଲା ଦୋକାନରୁ ଖାଇବାକୁ ପସନ୍ଦ କରୁଛନ୍ତି । ସ୍ଵାଦରେ ଯେମିତୋ ବଜେଟରେ ବି ସେମିତି । ତେବେ ସିଙ୍ଗଡା ପ୍ରାୟ ସମସ୍ତଙ୍କର…

୧୮ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା, ପ୍ରମାଣପତ୍ର ଦେଲେ ଗୁଜୁରାଟ ଗୃହମନ୍ତ୍ରୀ

ଅହମ୍ମଦାବାଦ: ପଡିଲା କି ସିଏଏ ପ୍ରଭାବ! ୧୮ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା । ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଗତକାଲି ଅହମ୍ମଦାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହମ୍ମଦାବାଦରେ ଅବସ୍ଥାପିତ ୧୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନବମ ସମନ; ମାର୍ଚ୍ଚ ୨୧ରେ ହାଜର ହେବାକୁ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ନବମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି । ଜେରା ପାଇଁ ମାର୍ଚ୍ଚ ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ…

ଜୋମାଟୋକୁ ଲାଗିଲା ବଡ ଝଟକା, ସାଢେ ଆଠ କୋଟିର ଗଣିବ ତଣ୍ଡ

ନୂଆଦିଲ୍ଲୀ: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ ଲାଗିଲା ବଡ ଝଟକା । କୋଟି କୋଟି ଟଙ୍କାର ତଣ୍ଡ ଗଣିବ ଜୋମାଟୋ । ଗୁଜୁରାଟର ଜିଏସଟି ବିଭାଗରୁ କମ୍ପାନୀ ଏକ ପେନାଲ୍ଟି ନୋଟିସ ପାଇଛି, ଯେଉଁଥିରେ ୮ କୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି । ଗୁଜୁରାଟର ରାଜ୍ୟ ଟ୍ୟାକ୍ସ ଡେପୁଟି କମିଶନରଙ୍କଠାରୁ…

ଯୁବ ମତଦାତାଙ୍କ ପାଇଁ ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରା କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ…

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ଖୁସି ଖବର । ୫୮ ବର୍ଷରେ ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଏକ ଫଟୋ ସେୟାର କରିଛନ୍ତି । ସେ ଏହା…