Latest Odisha News

BREAKING NEWS

ଦାମୀ ବିଧାନସଭା ସିଟ୍ ରେ କାହାର କେତେ ଦମ୍, ଚମ୍ପୁଆ ଚ୍ୟାଲେଞ୍ଜକୁ ନେଇ ତାତିଲାଣି କେନ୍ଦୁଝର ରାଜନୀତି

ଭୁବନେଶ୍ଵର: ୨୦୧୯ ନିର୍ବାଚନରେ ସନାତନଙ୍କୁ ଆୟୁଧ କରି ଚମ୍ପୁଆ ସାଙ୍ଗକୁ କେନ୍ଦୁଝର ଲୋକସଭା ବାଜି ଜିତିଥିଲା ବିଜେଡି । ସନାତନଙ୍କ ଅନୁମୋଦିତ ମୀନାକ୍ଷୀ ମହନ୍ତ ଓ ରାଜନୀତିରେ ନବାଗତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଦଳ । ପ୍ରଥମ ଥର ପାଇଁ ଚମ୍ପୁଆରେ ଶଙ୍ଖନାଦ ହୋଇଥିଲା । ଆଉ ଏ…

ଭିଜିଲାନ୍ସ ଜାଲରେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର

ନୟାଗଡ଼: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର। ବୋରୱେଲ ଖୋଳିବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି। ଏହି ଚଢାଉରେ କନିଷ୍ଠ ଯନ୍ତ୍ରୀ…

ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା

ମୁମ୍ବାଇ; ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା । ହରିୟାଣାର ମାନେସର ଅରାବାଲି ପାହାଡ ମଧ୍ୟରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ସମ୍ପର୍କୀୟ ଏବଂ…

୭ଟି ପର୍ଯ୍ୟାୟରେ ହେବ ଲୋକସଭା ମତଦାନ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆଜି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସାମ୍ୱାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ଦେଶରେ ୫୪୩ ଲୋକସଭା ଆସନ ପାଇଁ  ମୋଟ ୭ଟି ପର୍ଯ୍ୟାୟରେ ମତଦାନ  ଅନୁଷ୍ଠିତ ହେବ । ଏପ୍ରିଲ ୧୯ ତାରିଖରେ  ପ୍ରଥମ…

ସାଧାରଣ ନିର୍ବାଚନ ତାରିଖ ଘୋଷିତ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ରାଜ୍ୟରେ ମେ ୧୩, ମେ ୨୦, ମେ ୨୫…

ମାମଲା ଥିଲେ ବିଜ୍ଞାପନ ଜରିଆରେ ଜଣାଇବେ: ସିଇସି ରାଜୀବ କୁମାର

ନୂଆଦିଲ୍ଲୀ: ଅପରାଧିକ ମାମଲା ଥିଲେ ପ୍ରାର୍ଥୀ  ବିଜ୍ଞାପନ ଜରିଆରେ  ଜଣାଇବେ । ଖବର କାଗଜ ଓ ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ ବୋଲି ଆଜି ମୁଖ୍ୟ ନିର୍ବାଚନ କମିଶନର  ରାଜୀବ କୁମାର କହିଛନ୍ତି । ସେ କହିଛନ୍ତି,‘‘ ରାଜନୈତିକ ଦଳ  ବି ଏନେଇ ବିସ୍ତୁତ ସୂଚନା ପ୍ରଦାନ କରିବେ ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ୫ ବର୍ଷ ମଧ୍ୟରେ କୃଷକ ପରିବାରର ଆୟ ଦ୍ୱିଗୁଣିତ

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସଶକ୍ତ ଓ ବିକାଶାଭୁମୁଖି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ସବୁବର୍ଗଙ୍କ ବିକାଶ ପାଇଁ ସଂକଳ୍ପ ନିଆଯାଇଛି । ଏହାକୁ ରାଜ୍ୟବାସୀ ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କର…

ନୀତିଶ ସରକାରଙ୍କ ପଦବୀ ବଣ୍ଟା, ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ପାଟନା: ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୨୧ଜଣ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜେପିର ୧୨ ଜଣ ଏବଂ…

ବାଜିଲା ନିର୍ବାଚନ ବିଗୁଲ, ହେଲା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି…

ବିଜେଡିକୁ ବିଜେପି କବଜା କରି ନେଇଛି : ଆମ ଆଦମୀ ପାର୍ଟି

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି।  ବିଜେପି-ବିଜେଡି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି । ଲୋକେ କହୁଛନ୍ତି ବିଜେଡିକୁ ବିଜେପି ଦଳ କବଜା କରି ନେଇଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା…