Latest Odisha News

BREAKING NEWS

କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଲୋକାର୍ପଣ ହେଲା କିମ୍ସ ଗ୍ରାମୀଣ ଡାକ୍ତରଖାନା । କଟକ ଜିଲ୍ଲା କଲରାବାଙ୍କଠାରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜକୁ ଆଭାଷୀ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ…

ସିଏଏ ଆଳରେ ଏକାଠି ହେବେ କି ଅଣ ବିଜେପି ଶାସିତ ରାଜ୍ୟ ? କେଉଁ ସ୍ଥାନରେ ସିଏଏ ଲାଗୁ ହେବନି ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ସିଏଏ ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିବେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ…

ବଢିଲା ଆଧାର କାର୍ଡର ମାଗଣା ଅପଡେଟର ସମୟସୀମା, ଜୁନ୍ ୧୪ ପର୍ଯ୍ୟନ୍ତ କରିପାରିବେ ଅପଡେଟ

ନୂଆଦିଲ୍ଲୀ: ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୧୪ ଅପଡେଟର ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଆପଣ ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି UIDAI । ଏହି…

ରାଜସ୍ଥାନରେ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଜୟପୁର: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି । ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା…

ବିଜେଡ଼ି ସରକାର ଦୁର୍ନିତୀର ପ୍ରତୀକ ରାଜେନ୍ଦ୍ର ଢ଼ୋଲକିଆ, ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଆଯାଇଛି ଏହି ବନ୍ଦ ଡାକରା । ଏହି ବନ୍ଦ ଡାକରା ପଛରେ ଜିଲ୍ଲାବାସୀଙ୍କ ସମର୍ଥନ ରହିଛି…

ପାରାମିଲିଟାରୀ ଫୋର୍ସର ଯବାନଙ୍କ ପାଇଁ ବଡ ଘୋଷଣା, କ୍ୟାଣ୍ଟିନ ସାମଗ୍ରୀ ପାଇଁ ଦେବେ ଅଧା ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ପାରାମିଲିଟାରୀ ଫୋର୍ସକୁ କେନ୍ଦ୍ର ସରକାରଙ୍କ ବଡ ଉପହାର। ପାରାମିଲିଟାରୀ ଫୋର୍ସର ଯବାନ ମାନଙ୍କୁ କ୍ୟାଣ୍ଟିନ ସାମଗ୍ରୀ ଉପରେ ଦେବାକୁ ପଡିବ ମାତ୍ର ୫୦ ପ୍ରତିଶତ ଜିଏସଟି । ଗୃହ ମନ୍ତ୍ରଣାଳୟ CAPF କ୍ୟାଣ୍ଟିନରେ ତଥା କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (KPKB)ରେ ଉପଲବ୍ଧ…

ରମଜାନ ପୂର୍ବରୁ ଦେଶରେ ଜାଣିଶୁଣି ସିଏଏ ଲାଗୁ କଲା ବିଜେପି: ମମତା

କୋଲକାତା: ଦେଶରେ ସିଏଏ ଲାଗୁକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିରୋଧୀ ଏହି ଆଇନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସିଏଏକୁ ସେ ସ୍ବିକାର…

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ ରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ…

ନାୟବ ସିଂ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ  ହେବେ  ନାୟବ ସିଂ ସୈନୀ । ଆଜି ବସିଥିବା  ବିଧାୟକ ଦଳ ବୈଠକରେ  ନାୟବ ସୈନୀଙ୍କ ନାଁରେ ମୋହର ଲାଗିଛି । ସନ୍ଧ୍ୟା  ୫ଟାରେ  ନାୟବ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହିତ ୫ ନୂଆ ଚେହେରା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ…

ଦିନେ ଥିଲେ ଏକ ସାଧାରଣ ଶ୍ରମିକ, ଆଜି ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: କଥାରେ ଅଛି ଯିଏ ତାର ଜୀବନରେ କିଛି କରିବାକୁ ସ୍ୱପ୍ନ ଦେଖିଥାଏ ତାକୁ ସେ ସାକାର କରିବା ପାଇଁ କିଛି ବି କରିପାରେ । ନିଜ ଦମରେ କୌଣସି ବି ସ୍ୱପ୍ନକୁ ସାକାର କରାଯାଇପାରେ । ଆଉ କିଛି ଦିନ ତଳେ ଏଇ କଥାକୁ ସଠିକ୍ ପ୍ରମାଣିତ କରିଥିଲେ ଓଡିଶାର ପ୍ରସିଦ୍ଧ ୟୁଟ୍ୟୁବର ଇଶାକ ମୁଣ୍ଡା ।…