Latest Odisha News

BREAKING NEWS

ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ…

ଭୁବନେଶ୍ବର : ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମାର୍ଚ୍ଚ ୧୧ ତାରିଖ ଦିନ ଇଂରାଜୀ ଓ ୨୩ଟି ଭାରତୀୟ ଭାଷାର…

‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସାହିତ୍ୟ ଏକାଡେମୀ ଯୁବପୁରସ୍କାରପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ଗଳ୍ପ ସଙ୍କଳନ ‘ଲାଞ୍ଜ’କୁ ନେଇ ଏକ ଚର୍ଚ୍ଚା ଆସର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ…

ସିଏଏକୁ ଥଲପତି ବିଜୟଙ୍କ ବିରୋଧ

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଦେଶରେ ଲାଗୁ କରିଛନ୍ତି ଗୃହ କେନ୍ଦ୍ର ମନ୍ତ୍ରାଳୟ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ । ସାଉଥ ସୁପରଷ୍ଟାର ଥଲପତି ବିଜୟ ସିଏଏକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ସହ ତାମିଲନାଡୁ ସରକାରଙ୍କୁ ଏହି ଆଇନ ଲାଗୁ ନକରିବାକୁ…

ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଙ୍ଗନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି  ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ  ଏହି ପଦକ୍ଷେପକକୁ ଅଭିନେତ୍ରୀ  କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି  । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି ।…

ନାୟାବ ସିଂ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ହରିଆଣାରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର । ଖଟ୍ଟରଙ୍କ ସହିତ ବିଜେପିର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ନାୟାବ ସିଂ ସୌନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ…

ପନ୍ତ ଫିଟ ଘୋଷିତ, ସୂର୍ଯ୍ୟକୁମାର ଆଇପିଏଲର ପ୍ରଥମ ୨ଟି ମ୍ୟାଚ ଖେଳି ନ ପାରନ୍ତି

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରିଷଭ ପନ୍ତଙ୍କୁ ବିସିସିଆଇ ଫିଟ ଘୋଷିତ କରିଛି । ଫଳରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ସେ ସମସ୍ତ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ସୋମବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ଏ ସମ୍ପର୍କରେ…

ବଢିଲା ସରପଞ୍ଚଙ୍କ ଦରମା, ମାସିକ ପାଇବେ ୧୦ହଜାର ଟଙ୍କା

ଭୁବନେଶ୍ବର: ରାଜ୍ୟର ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ…

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍…

ଫାର୍ମ ହାଉସରୁ ମିଳିଲା ୨୫ ମଣିଷ ଖପୁରୀ, ହାଡ

ବାଙ୍ଗାଲୋର: କର୍ଣ୍ଣାଟକର ଜୋଗନହଲ୍ଲୀ ଗ୍ରାମରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଏଠାରେ ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିବା ସହ ଅନେକ ହାଡ ଜବତ ହୋଇଛି । ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ମଧ୍ୟ ଏହାକୁ ଦେଖିବା ପରେ ସହଜରେ ବିଶ୍ୱାସ କରିପାରି ନ ଥିଲେ । ବଳରାମ…

ଗୋଟେ ଦିନରେ ୧୯୦ କେସ୍, କେରଳରେ ଚିନ୍ତା ବଢାଉଛି ମମ୍ପସ

ଥିରୁବନନ୍ତପୁରମ୍: ମମ୍ପସ୍, ଯାହାକୁ ଆମେ ଗାଲୁଆ ମଧ୍ୟ କହିଥାଉ । କେରଳରେ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ରୋଗ । ଗୋଟିଏ ଦିନରେ ରାଜ୍ୟରେ ୧୯୦ଟି ମାମଲା ସାମ୍ନାକୁ ଆସିଛି । କେରଳ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏହାକୁ ମିଶାଇ ଚଳିତ ମାସରେ ୨,୫୦୫ ଜଣ ଏହି ରୋଗରେ…