Latest Odisha News

BREAKING NEWS

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

ନୂଆଦିଲ୍ଲୀ: ଲୋକସଭା  ନିର୍ବାଚନ ୨୦୨୪ ଘୋଷଣା ହେବାକୁ ଆଉ  କିଛି  ଦିନ ବାକି ଥିବା ବେଳେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋୟଲ। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ…

ପୁରୀ ଲୋକସଭାରୁ କାହାର ପ୍ରାର୍ଥୀ ?

ପୁରୀ/ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ରୂପାନ୍ତରିତ ହୋଇଥିବା ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ବର, ୯ ମାର୍ଚ୍ଚ ୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଅବସ୍ଥିତ ଆଇଆରସି ଭିଲେଜ, ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠତ ହୋଇଥିଲା। ଏହି ରୂପାନ୍ତରୀକରଣ ପ୍ରକ୍ରିୟାରେ…

ମେଣ୍ଟରୁ ଫାଇଦା ନେବ କି କଂଗ୍ରେସ, କଣ କହୁଛି ସମୀକରଣ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ…

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ…

ମେଣ୍ଟ ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଲା ନବୀନ-ପାଣ୍ଡିଆନଙ୍କ ଭିଡ଼ିଓ, ଦେଖନ୍ତୁ କଣ କହିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ନେଇ ଚର୍ଚ୍ଚ ଯେତିକି ହେଉଛି, ସେତିକି ପରିମାଣରେ ରାଜନୀତି ଆହୁରି…

ବିଜୟ ସେତୁପତି ନୁହେଁ ହରମନ ବାୱେଜା କରିବେ ବିଭୀଷଣଙ୍କ ଭୂମିକା !

ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି ।…

ତାମିଲନାଡ଼ୁରେ କଂଗ୍ରେସ-ଏମଏନଏମ-ଡିଏମକେର ମେଣ୍ଟ !

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ। ଏହା ପୂର୍ବରୁ ଦେଶରେ ରାଜନୈତିକ ହଲଚଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ବିଭିନ୍ନ ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ତାମିଲନାଡ଼ୁରେ କଂଗ୍ରେସ ଓ ଏମଏନଏମ ମଧ୍ୟରେ ମେଣ୍ଟ…

ଭାରତର ପ୍ରଥମ ବୋଲର ଭାବେ ଡବ୍ଲ୍ୟୁପିଏଲରେ ହ୍ୟାଟ୍ରିକ ନେଲେ ଦୀପ୍ତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଭାରତର ପ୍ରଥମ ବୋଲର ଭାବେ ଦୀପ୍ତି ଶର୍ମା ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଗତ ବର୍ଷ ଇଶି ୱିଙ୍ଗ ପ୍ରଥମ ବୋଲର ଭାବେ ଏହି ଲିଗରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଦୀପ୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ୟୁପି ୱାରିୟର୍ସ ୧ ରନରେ ଦିଲ୍ଲୀକୁ…

ସହରାଞ୍ଚଳ ଗରିବଙ୍କ ପାଇଁ ଉଦଘାଟିତ ହେଲା ନୀଳମାଧବ ନିବାସ ଯୋଜନା

ଭୁବନେଶ୍ୱର: ସହରାଞ୍ଚଳର ଗରିବ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଆଜି ନୀଳମାଧବ ନିବାସ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କେୟାର ହସ୍ପିଟାଲ ନିକଟରେ ପ୍ରକଳ୍ପ ସ୍ଥଳରେ…