ପିଲାଟିର ଏମିତି ଦାବି ଶୁଣି ଉତ୍ତର ରଖିବାକୁ ବାଧ୍ୟ ହେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ଅଜବଗଜବ ଭିଡିଓ ପୋଷ୍ଟ କରିଥାଆନ୍ତି । ଜଣେ ବ୍ୟବସାୟୀ ଭାବେ ସେ ବେଶ୍ ପରିଚିତ ହେବା ସହ ଭାଇରାଲ କଣ୍ଟେଣ୍ଟ ଜଗତରେ ଗଣିତଜ୍ଞ ବନି ଯାଇଛନ୍ତି । ଲୋକମାନେ ପ୍ରାୟତଃ ସୋସିଆଲ ମିଡିଆରେ ଭିଡିଓ କିମ୍ୱା…