ରଣଜୀ ଟ୍ରଫି: ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ
ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ମୁମ୍ବାଇ ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଏକ ଇନିଂସ ଓ ୭୦ ରନରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ତାମିଲନାଡୁ…