Latest Odisha News

BREAKING NEWS

ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍, ଭାଇରାଲ ହେଉଛି ଇଣ୍ଡିଆ ଗେଟ୍ ର ଏଆଇ ଫଟୋ

ନୂଆଦିଲ୍ଲୀ; ଆପଣ ମାନେ ଇଣ୍ଡିଆ ଗେଟ୍ ତ ନିଶ୍ଚୟ ଦେଖିଥିବେ । ସତରେ ନ ହେଲେ ବି ଟିଭିରେ । କିନ୍ତୁ ଦେଖିଥିବେ ତ ନିଶ୍ଚୟ । ବେଳେ ବେଳେ ମନକୁ ଅଜବ ପ୍ରକାରର କଥା ଆସିଥାଏ । କେବେ ଆପଣଙ୍କ ମନକୁ ଆସିଛି କି ଯଦି ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍ ନିର୍ମାଣ କରାଯାଇଥାଆନ୍ତା ତେବେ ତାହା କିପରି…

ସାମ୍ନାକୁ ଆସିଲା ଗଗନଯାନରେ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାମ, ଜାଣନ୍ତୁ ସେମାନଙ୍କ ବିଷୟରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନରେ ମହାକାଶକୁ ଯିବାକୁ ଥିବା ୪ଜଣ ମହାକାସଚାରୀଙ୍କ ନାମ ଆଜି ଘୋଷଣା କରିଛନ୍ତି । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୪ଜଣ ହେଉଛନ୍ତି ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏହି ୪…

୬ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଗର୍ଜିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ୬ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ । ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ । ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି…

ଯୁକ୍ତ ୨ ପରୀକ୍ଷା: ମାର୍ଚ୍ଚ ୨୨ରୁ ଖାତା ଦେଖା, ୧୫ରେ ଫଳ

କଟକ: ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ । ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ନିର୍ବାଚନ…

କଣ ଥିଲା ଆସାମରେ ଚାଲିଥିବା ୮୯ବର୍ଷ ପୁରୁଣା ଆଇନ, କାହିଁକି ହେଲା ରଦ୍ଦ

ଦିଶପୁର: ଗତ ଦୁଇ ଦିନ ତଳେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫କୁ ରଦ୍ଦ କରିଛନ୍ତି ଆସାମ ସରକାର । କ୍ୟାବିନେଟ ବୈଠକରେ ୮୯ ବର୍ଷ ପୁରୁଣା ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କ’ଣ ଏହି ନିୟମ? ମୁସଲମାନମାନଙ୍କ ପାଇଁ ଏଥିରେ କ’ଣ ଥିଲା ବ୍ୟବସ୍ଥା? କାହିଁକି…

ବରପଦା ଇଂଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ହଟେଇବା ଦାବିରେ ୧୨ ଘଣ୍ଟିଆ ବରପଦା ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ବରପଦା ବନ୍ଦ ଡାକରା । ବରପଦା ଇଂଜିନିୟରିଂ କଲେଜରୁ ପ୍ରଫୁଲ୍ଲ ସାମଲ ପରିବାରଙ୍କୁ ବହିଷ୍କାର ଏବଂ ସରକାର ଏହାର ଦାୟିତ୍ତ୍ବ ନେବାକୁ ଦାବିକରି ୧୨ ଘଣ୍ଟିଆ ବରପଦା ଡାକରା ଦେଇଛନ୍ତି କଲେଜର କର୍ମଚାରୀ ଓ ବରପଦା ବିକାଶ ମଞ୍ଚ । ଏହି ବନ୍ଦ ଫଳରେ ଭଦ୍ରକ-ଆନନ୍ଦପୁର ଓ…

ସସପେନ୍ସରୁ ଉଠିଲା ପରଦା, ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଥିରୁଅନନ୍ତପୁରମ: ଗତ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନର ଘୋଷଣା କରିଥିଲେ । ସେବେଠାରୁ ସମ୍ଭାବ୍ୟ ମହାକାଶଚାରୀଙ୍କ ନାମ ଗୋପନ ରଖାଯାଇଥିଲା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି ।…

ଜୀବନ ହାରିଲେ ପେଟିଏମ୍ କମ୍ପାନୀ ଫିଲ୍ଡ ମ୍ୟାନେଜର, ୧୬ ଘଣ୍ଟା କାଳ ବାପା,ମାଆ ଲୁଚାଇଥିଲେ

ଭୋପାଳ: କମ୍ପାନୀ ବନ୍ଦ ହୋଇଯିବା ଭାବି କିଛି ଦିନ ହେବ ଚିନ୍ତାରେ ଥିଲେ । ଶେଷରେ ଜୀବନ ହାରିଦେଲେ ଇନ୍ଦୋର ପେଟିଏମ୍ କମ୍ପାନୀର ଫିଲ୍ଡ ମ୍ୟାନେଜର ଗୌରବ ଗୁପ୍ତା । ୧୬ ଘଣ୍ଟା କାଳ ବାପା ମାଆଙ୍କୁ ଏହି ଖବର ଜଣାଇଥିଲେ ପରିବାରର ଅନ୍ୟ ସଦସ୍ୟ । ଉଭୟ ବାପା, ମାଆ ହାର୍ଟ ପେସେଣ୍ଟ ଥିବାରୁ…

ଅସ୍ତ୍ରୋପଚାର ସମୟରେ ଯୁବକଙ୍କ ପେଟରୁ ବାହାରିଲା ୩୯ଟି କଏନ୍ ଏବଂ ୩୭ଟି ଚୁମ୍ବକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆଶ୍ଚର୍ଯ୍ୟ କରିଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ଅନ୍ତନଳୀରୁ ୩୯ଟି କଏନ୍ ଓ ୩୭ଟି ଚୁମ୍ବକ ବାହାରିଛି । ଦିଲ୍ଲୀ ସ୍ଥିତ ସାର ଗଙ୍ଗା ରାମ ହସ୍ପିଟାଲରରେ ଏହି ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ, ଜଣେ…